ବ୍ରହ୍ମପୁର ୮।୧୦: ଗତ ୬ ତାରିଖରେ ଜଣେ ବ୍ୟକ୍ତି ସୀମାଞ୍ଚଳ ବେହେରାଙ୍କ ୯ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍ ଘଟଣାରେ ତଦନ୍ତ କରିଥିଲା ପୋଲିସ । ୯ ଲକ୍ଷ ୪୦ ହଜାର ଟଙ୍କା ଉଦ୍ଧାର କରିବା ସହ ଜଣେ ଗିରଫ ହୋଇଥିବା ସୂଚନା ଦେଲେ ବ୍ରହ୍ମପୁର ଏସପି ପିନାକ ମିଶ୍ର । ଗିରଫ ଯୁବକ ଜଣଙ୍କ ହେଲେ ଥବୀର ପାତ୍ର। ଲୁଟ୍ କରିଥିବା ଯୁବକ ଜଣଙ୍କ ସୀମାଞ୍ଚଳଙ୍କ ସଂପର୍କୀୟ ବୋଲି ଜଣାପଡିଥିବା ଏସପି ସୂଚନା ଦେଇଛନ୍ତି ।
ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...