ଦୁଇ ସୁନା ଚେନ୍ ଲୁଟେରାଙ୍କୁ କାବୁ କରି ରାସ୍ତାରେ ବୁଲାଇଲେ ଲୋକେ, ବାନ୍ଧିଲା ପୋଲିସ

Published By : Prameya-News7 Bureau | July 14, 2021 IST

ଅନୁଗୋଳ ୧୪।୭: ଅନୁଗୋଳ ଜରପଡା ଅଞ୍ଚଳରେ ଦୁଇ ଜଣ ସୁନାଚେନ୍ ଲୁଟେରାଙ୍କ ଲାଇଭ ଭିଡିଓ ଭାଇରାଲ ହୋଇଛି। ଗୋଟିଏ ମଟର ସାଇକେଲ ରାସ୍ତା ଉପରେ ମଧ୍ୟ ପଡିଛି। ଦୁଇ ଜଣ ଚେନ୍ ଲୁଟେରାଙ୍କୁ ସ୍ଥାନୀୟ ଲୋକ କାବୁ କରି ରାସ୍ତାରେ ବୁଲାଇଛନ୍ତି । ଜରପଡା ପୋଲିସ ଦୁଇ ଜଣଙ୍କୁ ଗିରଫ କରି ଜରପଡା ଥାନାରେ ଅଟକ ରଖିଛି । ଏହି ଦୁଇ ଜଣ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ମକରଧ୍ଵଜ ପ୍ରଧାନ ଏବଂ ଶମ୍ବୁ ସେନାପତି ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.