ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ-ବାଇଡେନ ଆଲୋଚନା : ଭାରତର କରୋନା ମୁକାବିଲାକୁ ପ୍ରଶଂସା କଲେ ୟୁଏସ ରାଷ୍ଟ୍ରପତି
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୭୫ କରୋନା ପଜିଟିଭ୍
  • ||
  • ମଙ୍ଗଳବାରଠୁ ଗ୍ରାଁପ୍ରି-୪ : ଇଭେଣ୍ଟରେ ଭାଗନେବେ ବିଭିନ୍ନ ରାଜ୍ୟର ଖେଳାଳି
  • ||
  • ହରିଦ୍ୱାରରେ ଅସ୍ଥି ବିସର୍ଜନ କରି ଫେରୁଥିଲେ, ରାସ୍ତାରେ ଧକ୍କା ଦେଲା ଟ୍ରକ୍ : ୬ ମୃତ
  • ||
  • ଗଛରେ ପିଟିହେଲା କାର, ଚାଲିଗଲା ଗୋଟିଏ ପରିବାରର ୪ ଜୀବନ
  • ||
  • ଶିଖର ଧାଓ୍ୱନଙ୍କୁ ଦଳରେ ମିଳିଲାନି ଜାଗା : ପ୍ରଶ୍ନ ଉଠାଇଲେ ସୁରେଶ ରାଇନା
  • ||
  • ମଙ୍ଗଳବାର କ୍ୱାଡ୍ ସମ୍ମିଳନୀ : ୩ ବିଶ୍ୱନେତାଙ୍କ ସହ ଆଲୋଚନା କରିବେ ମୋଦୀ
  • ||
  • ରାଜ୍ୟରେ କମିବ ତାତି, ଭିଜାଇବ କାଳବୈଶାଖୀ ବର୍ଷା
  • ||

ବାଲେଶ୍ବର ଜିଲ୍ଲା ଗୋପାଳପୁର ଓ ସୋରରେ ପୁଣି ମାତିଲେ ଲୁଟେରା

6/09/2018 at 1:54 AM

ବାଲେଶ୍ୱର ୦୫/୦୯: ବାଲେଶ୍ବର ଜିଲା ଗୋପାଳପୁର ଓ ସୋରରେ ପୁଣି ମାତିଲେ ଲୁଟେରା। ଆଖିରେ ଲଙ୍କା ଗୁଣ୍ଡ ପକାଇ ଓ ମାଡ଼ ମାରି ଦୁଇଟି ଜାଗାରୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟପାଟ କରିଛନ୍ତି ଲୁଟେରା। ଗୋପାଳପୁର ଅନ୍ତପୁର ରାସ୍ତା ଗିଲିଦା ଛକରେ ଅନ୍ନପୂର୍ଣ୍ଣା ମାଇକ୍ରୋ ଫାଇନ୍ସର କର୍ମଚାରୀ ପୂଜା ପାଇକରାୟଙ୍କ ସ୍କୁଟିକୁ ଅଟକାଇ ମାଡ ମାରି ତାଙ୍କ ଠାରୁ ୧ ଲକ୍ଷ ୩ ହଜାର ଟଙ୍କା ଲୁଟ୍ କରି ଲୁଟେରାମାନେ ଫେରାର ହୋଇଯାଇଛନ୍ତି । ସେହିପରି ସୋର କୁପାରୀ ରାସ୍ତା ନଦୀଗାଁ ଛକରେ ସ୍ବୟଂ ସହାୟିକା ଗୋଷ୍ଠିରୁ ଟଙ୍କା ଆଦାୟ କରି ଫେରୁଥିବା ଆଲୋକ ପୃଷ୍ଟିଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ୧ ଳକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି ।ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

   Related Posts