Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଦୋକାନର ତାଲା ଭାଙ୍ଗି ଲୁଟ୍, ପୋଲିସର ଛାନଭିନ୍ ଜାରି

5/01/2020 at 2:58 PM

ନୀଳଗିରି ୦୫।୦୧: ଶନିବାର ବିଳମ୍ବିତ ରାତିରେ ମୋବାଇଲ ଦୋକାନରୁ ଚୋରି । ନୀଳଗିରି ଥାନା ଅଧିନ ସଜନାଗଡ଼ ଅଯୋଧ୍ୟା ରାସ୍ତା ବଣଭୂଇଁ ଛକରେ ଥିବା ଏକ ମୋବାଇଲ ଦୋକାନରୁ ଚୋରି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି।

ସୂଚନାଯୋଗ୍ୟ ଯେ, ମାନୁ ସିଂ ନାମକ ଜଣେ ଯୁବକ ଛକରେ ମୋବାଇଲ ଦୋକାନ କରିଛନ୍ତି । ଶନିବାର ଦିନ ଦୋକାନ ବନ୍ଦ କରି ଯାଇଥିବା ବେଳେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚାବି ଭାଙ୍ଗି ମୋବାଇଲ, କମ୍ପ୍ୟୁଟର, ଚିଫ ସହିତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିନେଇଛନ୍ତି। ରବିବାର ଦିନ ସକାଳ ସମୟରେ ଦୋକାନରୁ ଚୋରି ହୋଇଥିବା ଦେଖି ସ୍ଥାନୀୟ ବାସିନ୍ଦା ଦେଖି ମାନୁ ସିଂହଙ୍କୁ ଖବର ଦେବାଥିଲେ । ଚୋରି ସାମଗ୍ରୀର ମୂଲ୍ୟ ଆନୁମାନିକ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି। ଚୋରି ହୋଇଥିବା ନେଇ ଅଯୋଧ୍ୟା ଫାଣ୍ଡିରେ ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଛାନଭିନ ଜାରି ରଖିଛି । ଦିନକୁ ଦିନ ଅଂଚଳରେ ଚୋରି , ଛିନ ତାୟୀ ବଢି ଚାଲିଥିବା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

   Related Posts