କମିଶନରେଟ ପୋଲିସକୁ ଲୁଟେରାଙ୍କ ଚ୍ୟାଲେଞ୍ଜ, ବ୍ୟାଙ୍କ ସାମ୍‌ନାରୁ ଝାମ୍ପି ନେଲେ ୫ ଲକ୍ଷ ଟଙ୍କା

Published By : Prameya-News7 Bureau | September 08, 2020 IST

ଭୁବନେଶ୍ୱର ୦୮।୦୯: କମିଶନରେଟ ପୋଲିସକୁ ପୁଣି ଲୁଟେରାଙ୍କ ଚ୍ୟାଲେଞ୍ଜ । ବ୍ୟାଙ୍କ ସାମ୍ନାରୁ ଝାମ୍ପି ନେଲେ ୫ ଲକ୍ଷ ଟଙ୍କା । ଭୁବନେଶ୍ୱର ଉପକଣ୍ଠ ନଖରା ସ୍ଥିତ ଏକ ବ୍ୟାଙ୍କ ସାମ୍ନାରେ ଘଟିଛି ଘଟଣା ।

{"id":326783,"sizeSlug":"large"}

ଖବରଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ନଖରା ସ୍ଥିତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ସାମ୍ନାରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଟଙ୍କା ନେଇ ବ୍ୟାଙ୍କରୁ ଫେରୁଥିବା ବେଳେ ବାଇକରେ ଆସି ଲୁଟେରା ଟଙ୍କା ଲୁଟ୍ କରି ନେଇଛନ୍ତି । ଲୁଟ ସମୟର ଭିଜୁଆଲ ସିସିଟିଭରେ କଏଦ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.