Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

ସୁନା ଦୋକାନୀ ହାଣି ଲୁଟିନେଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

2/11/2021 at 10:47 PM

ଆନନ୍ଦପୁର, ୦୨/୧୧: ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନ ନିସଙ୍ଗପୁର ଛକ ନିକଟରେ ଜଣେ ସୁନା ଦୋକାନୀକୁ ଭୁଜାଲିରେ ହାଣି ସୁନା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଗୁରୁତର ଦୋକାନୀ ପବିତ୍ର ଦାସଙ୍କୁ ଆମ୍ବୁଲାନ୍ସ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଅନନ୍ତ ଗୋପାଳ ଜୁଏଲାରିର ମାଲିକ ପବିତ୍ର, ସ୍ଥାନୀୟ ଛେନାପଦି ଛକଠାରେ ସୁନା ଦୋକାନ ରହିଛି । ଆଜି ସନ୍ଧ୍ଯା ସମୟରେ ଦୋକାନ ବନ୍ଦକରି ନିଜ ବାଇକ ଯୋଗେ ଧନଘରଟୁକୁଣାରେ ଥିବା ନିଜ ଘରକୁ ଯାଉଥିଲେ । ହଠାତ୍ ନିସଙ୍ଗପୁର ଛକଠାରେ ବାଇକରେ ଆସି ୩ଜଣ ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ଦେଖାଇ ସୁନା ଛଡାଇ ନେବା ସହ ଏକ ଭୁଜାଲିରେ ତାଙ୍କ ପେଟକୁ ମାରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଦେକାନୀ ତଥା ସାଧାରଣ ଲୋକଙ୍କ ମଧ୍ଯରେ ଭୟର ବାତାବରଣ ଦେଖି ବାକୁ ମିଳିଛି । ପୋଲିସର ଖାମଖିଆଲି ମନୋଭାବ ଓ ଢିଲାପଣ କାରଣରୁ ଦୁର୍ବୃତ୍ତମାନେ ଏପରି ସାହସ କରୁଥିବା ଅଭିଯୋଗ କରିଛନ୍ତି ଲୋକେ ।

   Related Posts