ମହିଳାଙ୍କୁ ୫ ଲକ୍ଷ ଟଙ୍କା ଲୁଟ୍ ଘଟଣା: ଅଭିଯୁକ୍ତକୁ ଗିରଫ କଲା ପୋଲିସ୍

Published By : Prameya-News7 Bureau | November 20, 2020 IST

ଭୁବନେଶ୍ବର୨୦/୧୧: ନଖରା ଛକ ନିକଟରୁ ମହିଳାଙ୍କଠାରୁ ୫ ଲକ୍ଷ ଲୁଟ୍ ଘଟଣାରେ ଅଭିଯୁକ୍ତ ଗିରଫ। ଲୁଟ୍‌ରେ ସମ୍ପୃକ୍ତ ଯୁବକଙ୍କୁ ଧରିଲା ସ୍ପେଶାଲ ସ୍କ୍ବାଡ୍। ସମ୍ପୃକ୍ତ ଯୁବକ ଜଣଙ୍କ ଆସ୍କା ଅଞ୍ଚଳର ବୋଲି ସୂଚନା ମିଳିଛି। ତା ନିକଟରୁ ୩ ଲକ୍ଷ ୧୦ ହଜାର ଟଙ୍କା ଉଦ୍ଧାର କରି ପୋଲିସ୍ ତଦନ୍ତ ଜାରି ରଖିଛି। ସେପ୍ଟେମ୍ବର ୭ ତାରିଖରେ ବାଲିଅନ୍ତା ଥାନା ଅନ୍ତର୍ଗତ ନଖରା ଛକ ନିକଟରୁ ସୁନିତା ଜେନାଙ୍କ ଠାରୁ ହୋଇଥିଲା ଲୁଟ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.