ସାତଶଙ୍ଖ ବଜାରରେ ଥିବା ଏସ୍ବିଆଇ ଏଟିଏମ୍ରୁ ଲୁଟ୍
27/08/2018 at 10:48 PM

ପୁରୀ ୨୮।୮ : ମାତିଛନ୍ତି ଏଟିଏମ୍ ଲୁଟେରା । ପୁରୀ ଜିଲ୍ଲା ସାତଶଙ୍ଖ ବଜାରରେ ଥିବା ଏସବିଆଇ ଏଟିଏମ୍ରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏଟିଏମ୍ ମେସିନକୁ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ତେବେ କେତେ ଟଙ୍କା ଲୁଟ୍ ହୋଇଛି ତାର ଆକଳନ କରାଯାଇପାରିନାହିଁ । ଘଟଣାସ୍ଥଳରେ ପିପିଲି ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।