Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

କଳା ପଲସର୍ ଆତଙ୍କ : ଦମ୍ପତ୍ତିଙ୍କଠୁ ଲୁଟିନେଲେ ୨୦ ହଜାର ଟଙ୍କା, ଘଟଣାକୁ ଚାପିବା ପାଇଁ ପୋଲିସ ପକାଉଛି ଚାପ !

30/10/2020 at 6:00 PM

ପାଟଣା, ୩୦।୧୦: କେନ୍ଦୁଝର ଜିଲ୍ଲା ପାଟଣା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆରୁ ଟଙ୍କା ଉଠାଇ ଯାଉଥିବା ବେଳେ ଡିଆନାଳି ନିକଟରେ ଲୁଟ୍ ହୋଇଯାଇଛି ।  କଳା ପଲସରରେ ଆସି ଦୁଇ ଜଣ ଦୁର୍ବୃତ୍ତ  ଲୁଟିନେଇଛନ୍ତି ୨୦ ହଜାର ଟଙ୍କା ।

ସୂଚନାନୁସାରେ, ଘଟଗାଁ ଥାନା ଗୋଧିରାମ ପଡା ଗ୍ରାମର ସୁରେଶ ମାଝୀ ତାଙ୍କ ସ୍ତ୍ରୀ ଜଭା ମାଝୀଙ୍କ ସହ ପାଟଣା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ୨୦ ହଜାର ଟଙ୍କା ଉଠାଇ ସାଇକେଲରେ  ଯାଉଥିଲେ । ତେବେ ସ୍ତ୍ରୀ ଧରିଥିବା ଟଙ୍କା ବ୍ୟାଗକୁ ଦୁଇ ଜଣ ଦୁର୍ବୃତ୍ତ କଳା ପଲସରରେ ଆସି  ଲୁଟିନେଇଥିଲେ  ।

ଏନେଇ ଦମ୍ପତି ପାଟଣା ଥାନାରେ  ଅଭିଯୋଗ ପରେ ପୋଲିସ  ଛାନ୍ ଭିନ୍ ଆରମ୍ଭ କରିଛି। ଅନ୍ୟପଟେ ଘଟଣାକୁ ଚପାଇବା ପାଇଁ ପାଟଣା ପୋଲିସ ଲୁଟର ଶିକାର ହୋଇଥିବା ଦମ୍ପତିଙ୍କ ଉପରେ ଚାପ ପକାଉଥିବା ଜଣା ପଡ଼ିଛି। ସିସିଟିଭି ଫୁଟେଜ ଅନୁସାରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

   Related Posts