ଔଷଧ କିଣିବା ବାହାନାରେ ଲୁଟ୍, ୪୯ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | January 22, 2022 IST

ଭୁବନେଶ୍ବର ୨୨।୧: ଦୋକାନରୁ ଔଷଧ କିଣିବା ବାହାନାରେ ଲୁଟ୍ । ଔଷଧ ଦୋକାନରୁ ଦୁର୍ବୃତ୍ତ ଲୁଟିନେଲେ ୪୯ ହଜାର ଟଙ୍କା । ଏଭଳି ଲୁଟ୍ ଘଟଣା ଘଟିଛି ଭୁବନେଶ୍ବର ନୟାପଲ୍ଲୀ ଆଇଆରସି ଭିଲେଜରେ ଥିବା ବୃନ୍ଦାବନ ମେଡିସିନ ଷ୍ଟୋରରୁ ଲୁଟ୍ ହୋଇଛି ।

ଶୁକ୍ରବାର ଦିନ ଦ୍ବିପ୍ରହରରେ ଦୋକାନୀକୁ ଔଷଧ କିଣିବାକୁ ଆସି ୩ଜଣ ଲୁଟେରା ଟଙ୍କା ଲୁଟି ନେଇଛନ୍ତି । ଏ ନେଇ ନୟାପଲ୍ଲୀ ଥାନାରେ ଦୋକାନୀ ଜଣଙ୍କ ଅଭିଯୋଗ କରିଛନ୍ତି । ଔଷଧ ଦୋକାନର ସିସିଟିଭିରେ ଚୋରି ବେଳର ଦୃଶ୍ୟ କଏଦ ହୋଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.