ଖଇରା ନିକଟ ଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟ୍

Published By : Prameya-News7 Bureau | September 04, 2018 IST

ବାଲେଶ୍ବର ୪|୯: ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ୍ । ସୋର ଖଇରା ଥାନା ଗଣ୍ଡିବେଡ଼ ଗାଁରେ ଥିବା ଜଗନ୍ନାଥ ମନ୍ଦିରରୁ ଲୁଟ୍ କରିଛନ୍ତି ଲୁଟେରା । ରାତିରେ ତାଲା ଭାଙ୍ଗି ହୁଣ୍ଡିରେ ଥିବା ଟଙ୍କା ଚୋରି କରିଛନ୍ତି ଦୁର୍ବୃତ୍ତ । ଗତ ୩ ଦିନରେ ଖଇରା ଅଞ୍ଚଳରୁ ୭ଟି ସ୍ଥାନରୁ ଚୋରି ହେ।ଇଥିବ। ଅଭିଯେ।ଗ ହେ।ଇଛି । ୩ ଦିନରେ ବାଲିତୁଟ ସମ୍ପେଇ, ବରପଦା, ସାଉଡ଼ିଆ, କୁପାରିରୁ ଅଞ୍ଚଳରୁ ଘର, ଦୋକାନ ଓ ପୋଷ୍ଟ ଅଫିସ ନିକଟରୁ ଲୁଟ୍ ହେ।ଇଥିବା ଅଭିଯୋଗ ହେ।ଇଛି । ଏନେଇ ଅଧିକ ତଦନ୍ତ କରୁଛି ପେ।ଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.