ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ଖଇରା ନିକଟ ଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟ୍

4/09/2018 at 9:59 AM

ବାଲେଶ୍ବର ୪|୯: ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ୍ । ସୋର ଖଇରା ଥାନା ଗଣ୍ଡିବେଡ଼ ଗାଁରେ ଥିବା ଜଗନ୍ନାଥ ମନ୍ଦିରରୁ ଲୁଟ୍ କରିଛନ୍ତି ଲୁଟେରା । ରାତିରେ ତାଲା ଭାଙ୍ଗି ହୁଣ୍ଡିରେ ଥିବା ଟଙ୍କା ଚୋରି କରିଛନ୍ତି ଦୁର୍ବୃତ୍ତ । ଗତ ୩ ଦିନରେ ଖଇରା ଅଞ୍ଚଳରୁ ୭ଟି ସ୍ଥାନରୁ ଚୋରି ହେ।ଇଥିବ। ଅଭିଯେ।ଗ ହେ।ଇଛି । ୩ ଦିନରେ ବାଲିତୁଟ ସମ୍ପେଇ, ବରପଦା, ସାଉଡ଼ିଆ, କୁପାରିରୁ ଅଞ୍ଚଳରୁ ଘର, ଦୋକାନ ଓ ପୋଷ୍ଟ ଅଫିସ ନିକଟରୁ ଲୁଟ୍ ହେ।ଇଥିବା ଅଭିଯୋଗ ହେ।ଇଛି । ଏନେଇ ଅଧିକ ତଦନ୍ତ କରୁଛି ପେ।ଲିସ ।

   Related Posts