ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ-ବାଇଡେନ ଆଲୋଚନା : ଭାରତର କରୋନା ମୁକାବିଲାକୁ ପ୍ରଶଂସା କଲେ ୟୁଏସ ରାଷ୍ଟ୍ରପତି
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୭୫ କରୋନା ପଜିଟିଭ୍
  • ||
  • ମଙ୍ଗଳବାରଠୁ ଗ୍ରାଁପ୍ରି-୪ : ଇଭେଣ୍ଟରେ ଭାଗନେବେ ବିଭିନ୍ନ ରାଜ୍ୟର ଖେଳାଳି
  • ||
  • ହରିଦ୍ୱାରରେ ଅସ୍ଥି ବିସର୍ଜନ କରି ଫେରୁଥିଲେ, ରାସ୍ତାରେ ଧକ୍କା ଦେଲା ଟ୍ରକ୍ : ୬ ମୃତ
  • ||
  • ଗଛରେ ପିଟିହେଲା କାର, ଚାଲିଗଲା ଗୋଟିଏ ପରିବାରର ୪ ଜୀବନ
  • ||
  • ଶିଖର ଧାଓ୍ୱନଙ୍କୁ ଦଳରେ ମିଳିଲାନି ଜାଗା : ପ୍ରଶ୍ନ ଉଠାଇଲେ ସୁରେଶ ରାଇନା
  • ||
  • ମଙ୍ଗଳବାର କ୍ୱାଡ୍ ସମ୍ମିଳନୀ : ୩ ବିଶ୍ୱନେତାଙ୍କ ସହ ଆଲୋଚନା କରିବେ ମୋଦୀ
  • ||
  • ରାଜ୍ୟରେ କମିବ ତାତି, ଭିଜାଇବ କାଳବୈଶାଖୀ ବର୍ଷା
  • ||

ପୁଣି ଖୋର୍ଦ୍ଧାରେ ଏଟିଏମ୍‌ରୁ ଲୁଟ୍ ; ଇଣ୍ଡିକ୍ୟାସ୍ ଏଟିଏମ୍‌ର ମେସିନ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

15/11/2018 at 12:28 PM

ଖୋର୍ଦ୍ଧା ୧୫|୧୧: ପୁଣି ଖୋର୍ଦ୍ଧାରେ ଏଟିଏମରୁ ଲୁଟ୍ ଅଭିଯୋଗ ହୋଇଛି । ସଦର ଥାନା ନନ୍ଦପୁର ଛକରେ ଥିବା ଟାଟା ଇଣ୍ଡିକ୍ୟାସ ଏଟିଏମର ମେସିନ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଗତ ୧୨ ତାରିଖରେ ବାଘମାରୀ ତୁଳସୀପୁରରେ ଟାଟା ଇଣ୍ଡିକ୍ୟାସ ଏଟିଏମ୍ ମେସିନ ଉଠାଇନେଇଥିଲେ ଦୁର୍ବୃତ୍ତ । ସିସିଟିଭି ଫୁଟେଜରେ ରଙ୍ଗ ଲଗାଇ ମେସିନରେ ଥିବା ଲକ୍ଷେ ୨୭ ହଜାର ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ତେବେ ସପ୍ତାହ ଭିତରେ ପୁଣି ଟାଟା ଇଣ୍ଡିକ୍ୟାସ ଏଟିଏମରୁ ପୁଣି ଲୁଟ୍ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

   Related Posts