Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଗ୍ୟାସ୍ ଏଜେନ୍ସିରୁ ଚୋରି: ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଚୋର

28/10/2020 at 4:43 PM

ସାଲେପୁର୨୮/୧୦: ଗ୍ୟାସ୍ ଏଜେନ୍ସିରୁ ୩ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଲେ ଚୋର। କଟକ ଜିଲ୍ଲା ସାଲେପୁର ଗୋପୀନାଥପୁର ଠାରେ ଥିବା ଇଣ୍ଡିଆନ ଗ୍ୟାସ୍ ଏଜେନ୍ସିରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଦୁର୍ବୃତ୍ତମାନେ ଧାରୁଅ ଅସ୍ତ୍ରରେ ଝରକା କାଟି ଲକ୍ଷାଧିକ ଟଙ୍କା ଲୁଟିଥିବା ଗ୍ୟାସ୍ ଏଜେନ୍ସି ମାଲିକ କମଳାକାନ୍ତ ରାଉତ କହିଛନ୍ତି। ଏନେଇ ଜଗତପୁର ଥାନା ଅଧିନ ପାଣ୍ଡିରେ କମଳାକାନ୍ତ ଏକ ଲିଖିତ ଅଭିଯୋଗ ହୋଇଛି। ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

   Related Posts