Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଟିଏମ୍ ମେସିନ୍ ତାଡି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୋର ୧୬|୪: ଏଟିଏମ୍ ମେସିନ ତାଡି ନେଲେ ଦୁର୍ବୃତ୍ତ । ସୋର କଲେଜ ଛକରେ ଦେଖିବାକୁ ମିଳିଛି  ଘଟଣା । ଗତକାଲି ରାତିରେ ଗ୍ୟାସ କଟରରେ କାଟି ସମ୍ପୂର୍ଣ୍ଣ ଏଟିଏମ୍ ମେସିନକୁ ଉଠାଇ ନେଇଛନ୍ତି । ଫେଡେରାଲ ବ୍ୟାଙ୍କର ଏହି ଏଟିଏମଟି ବୋଲି ଜଣାପଡ଼ିଛି । ଏଟିଏମ୍ ରେ କେତେ ଟଙ୍କା ଥିଲା  ଏବଂ କିଏ ତାହାକୁ ନେଇଛି ଜଣାପଡ଼ିନଥିବା ବେଳେ ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

77 Views

   ସମ୍ବନ୍ଧିତ ଖବର