ପୂର୍ବତନ ବିଧାୟକ ସଦନ ନାୟକଙ୍କଠାରୁ ଲୁଟ୍
23/12/2018 at 1:03 PM

ନବରଙ୍ଗପୁର ୨୩|୧୨: ପେଟ୍ରୋଲ ଟାଙ୍କି ମାଲିକ ତଥା ପୂର୍ବତନ ବିଧାୟକ ସଦନ ନାୟକଙ୍କଠାରୁ ଲୁଟ୍ । ସଦନ ତାଙ୍କ ନବରଙ୍ଗପୁର ଗାନ୍ଧିନଗର ସ୍ଥିତ ପେଟ୍ରୋଲ ପମ୍ପରୁ ୨ଲକ୍ଷ ୫୫ହଜାର ଟଙ୍କା ଘରକୁ ନେଇ କାରରେ ଆସୁଥିବା ସମୟରେ ୨ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଟଙ୍କା ଝାମ୍ପି ନେଇଛନ୍ତି । ଏନେଇ ସଦନ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ।
Related Posts
୮ ଜିଲ୍ଲାରେ ଘନ କୁହୁଡି, ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି
24 January 2021