Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଅଭିନବ ଉପାୟରେ ବୃଦ୍ଧ ଦମ୍ପତିଙ୍କ ଠାରୁ ଲୁଟ୍, ପାଦଧୂଳି ନେଇ ଲୁଟି ନେଲେ ୩୦ହଜାର ଟଙ୍କା

22/04/2021 at 9:34 AM

ସୋର ୨୨।୦୪: ଅଭିନବ ଉପାୟରେ ବୃଦ୍ଧ ଦମ୍ପତିଙ୍କ ଠାରୁ ଲୁଟ୍ l ସମ୍ପର୍କୀୟ ପରିଚୟ ଦେଇ ଦମ୍ପତିଙ୍କ ପାଦଧୂଳି ନେଇ ତିରିଶ ହଜାର ଟଙ୍କା ଲୁଟି ନେଲେ ଲୁଟେରା l ସିସି କ୍ୟାମେରାରେ କଏଦ ହୋଇଛି ଲୁଟର ଘଟଣାର ସମସ୍ତ ଚିତ୍ର ।

ଖବର ଅନୁଯାୟୀ, ସୋର ପାଖର ପଞ୍ଚାୟତର ମୁକ୍ତିକାନ୍ତ ଜେନା ଓ ସ୍ତ୍ରୀ ସଞ୍ଜୁଲତା ଜେନା ସୋର ଗ୍ରାମ୍ୟ ବ୍ୟାଙ୍କରୁ ଆବାସ ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ନେଇ ବ୍ୟାଙ୍କର ଉପର ମହଲାରୁ ତଳକୁ ଆସିଥିଲେ l ବାଇକରେ ଲୁଟେରା ପହଞ୍ଚି ବୃଦ୍ଧ ଦମ୍ପତିଙ୍କ ପାଦ ଧୂଳି ନେଇଥିଲେ ଏବଂ ସମର୍କିୟ ବୋଲି ପରିଚୟ ଦେଇଥିଲା । ବାଧ୍ୟ କରାଇ ଘରେ ଛାଡିଦେବାକୁ କହି ବାଇକରେ ବସେଇଥିଲା ଓ ଟଙ୍କା ବ୍ୟାଗ ଟିକୁ ଗାଡ଼ି ହ୍ୟାଣ୍ଡେଲରେ ଟାଙ୍ଗିଥିଲା ଲୁଟେରା । କିଛି ବାଟ ନେଲା ପରେ ରାଇପୁର ଠାରେ ଦମ୍ପତିଙ୍କୁ ଓଲ୍ଲାଇ ଦେଇ ବ୍ୟାଗ ଧରି ଚଂପଟ୍ ମାରି ଥିଲା l ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

   Related Posts