Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଦିନ ଦ୍ବିପହରରେ ଗହଣା ବ୍ୟବସାୟୀଙ୍କଠୁ ଲୁଟ୍, ୫ ଲକ୍ଷ ଟଙ୍କାର ସୁନା ଲୁଟିନେଲେ ଡକାୟତ

18/10/2020 at 12:24 PM

ସୋର ୧୮।୧୦: ଦିନ ଦ୍ବିପହରେ ଗହଣା ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ଟଙ୍କା ସୁନା-ରୂପା ଗହଣା ଲୁଟ  ।  ବାଲେଶ୍ବର ଜିଲ୍ଲା ସୋର ଥାନା ରୁଷୋ ଗାଁର ଘଟଣା । ଗହଣା ବ୍ୟବସାୟୀ ସୁଦର୍ଶନ ରଣା ଅଳଙ୍କାର ନେଇ ଯାଉଥିବା ସମୟରେ ବାଘଆମ୍ପୁଡା ଯୋଗିନୀ ଛକରେ ୬ ଜଣ ଡକାୟତ ଦୁଇଟି ବାଇକରେ ଆସି ସୁଦର୍ଶନଙ୍କ ଗାଡିକୁ ଧକ୍କା ଦେଇଥିଲେ ।

ସୁଦର୍ଶନ ତଳେ ପଡିଯିବା ପରେ ତାଙ୍କୁ ଭୁଜାଲି ଦେଖାଇ ତାଙ୍କଠାରୁ ୮୦ ଗ୍ରାମ ସୁନା ଅଳଙ୍କାର, ୪ କେଜି ରୂପା ଅଳଙ୍କାର, ୧୩ ହଜାର ଟଙ୍କା, ଦୁଇଟି ମୋବାଇଲ  ଲୁଟି ନେଇଥିଲେ । ଏନେଇ ସୁଦର୍ଶନ  ସୋର ଥାନାରେ ଅଭିଯୋଗ କରିଵା ପରେ ସୋର ପୋଲିସ ଛାନଭିନ ଆରମ୍ଭ କରିଛି ।

   Related Posts