Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ବନ୍ଧୁକ ମୁନରେ ଲୁଟ୍, ୨ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଲୁଟେରା

21/11/2020 at 9:48 AM

ସାଲେପୁର ୨୧।୧୧: ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍‌ । କିଛି ଦିନ ତଳେ କଟକର ଏକ ଫାଇନାନ୍ସ କମ୍ପାନୀରୁ ବନ୍ଧୁକ  ଦେଖାଇ ୧୨କୋଟିରୁ ଅଧିକ ଟଙ୍କାର ଲୁଟି ନେଇଥିଲେ । ଗୋଟିଏ ଲୁଟ୍‌ କେସ୍‌ରୁ ପରଦା ହଟିନଥିବା ବେଳେ ଆଉ ଏକ ଲୁଟ୍‌ ହୋଇଛି । ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୧ଲକ୍ଷ ୬୫ହଜାର ଟଙ୍କାର ଲୁଟ୍‌ ହୋଇଛି । କଟକ ଜିଲ୍ଲା ଟାଙ୍କୀ ଥାନାରେ ଏହି ଲୁଟ୍‌ ଘଟିଛି ।

ଖବର ଅନୁଯାୟୀ, ଟାଙ୍ଗୀ ଥାନା ମଙ୍ଗୁଳି ରେଳଓ୍ୱେ ଓଭରବ୍ରିଜ୍‌ ନିକଟରେ ଜଣେ ଘରୋଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍‌ ହୋଇଛି । ୨ଜଣ କର୍ମଚାରୀମାନଙ୍କୁ ଠାରୁ ୧ଲକ୍ଷ ୬୫ହଜାର ଟଙ୍କା ସଂଗ୍ରହ କରି ରାତିରେ ବ୍ୟାଙ୍କକୁ ଫେରୁଥିବା ବେଳେ ଲୁଟ୍‌ ହୋଇଛି । ୨ଜଣ ଲୁଟେରା ବାଇକରେ ଆସି କର୍ମଚାରୀଙ୍କ ଗାଡ଼ି ସମ୍ମୁଖରେ ଗାଡି ବନ୍ଧୁକ ଦେଖାଇ ସମସ୍ତ ଟଙ୍କା ଲୁଟିନେଇଥିଲେ । ଘଟଣାସ୍ଥଳରୁ ଟଙ୍କା ନେଇ ଚମ୍ପଟ ମାରିଥିଲେ ଲୁଟେରା । ଏନେଇ ୨ କର୍ମଚାରୀ ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ ହୋଇଛି । ଟାଙ୍କୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

   Related Posts