Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବନ୍ଧୁକ ମୂନରେ ଲୁଟ୍ ଉଦ୍ୟମ: ଗୁଳି ଶବ୍ଦ ଶୁଣି ଏକାଠି ହୋଇଗଲେ ଗାଁ ଲୋକେ, ତା’ପରେ…

17/06/2019 at 2:07 PM

ଭଦ୍ରକ ୧୭|୬: ବଂଧୁକ ମୁନରେ ଲୁଟ୍ ଉଦ୍ୟମ । ଭଦ୍ରକ ଗ୍ରାମାଂଚଳ ଥାନା ରାହାଂଜ ଗାଁରେ ଘଟିଛି ଏହି ଘଟଣା । ଗତକାଲି ରାତିରେ ଜଣେ ବ୍ୟବସାୟୀ ଘରକୁ ଫେରୁଥିବା ବଳେ ଲୁଟେରା ଜଣକ ପିଛା କରିଥିଲେ । ରାହାଂଜ ଗାଁ ମୁଣ୍ଡରେ ଫାୟାରିଙ୍ଗ କରିଥିଲା ।

ଗୁଳିର ଶବ୍ଦ ଶୁଣି ସେଠାରେ ଗାଁ ଲୋକେ ଜମା ହୋଇଯାଇଥିଲେ । ଫଳରେ ଲୁଟେରା ନିଜ ବାଇକ ଆଉ ବଂଧୁକ ଛାଡି ଫେରାର ହୋଇଯାଇଥିଲା । ପୋଲିସ ଗତକାଲି ରାତିରେ ବାଇକକୁ ଜବତ କରିଥିଲା । ଆଜି ସକାଳେ ଗାଁ ଲୋକେ ପୋଖରୀରୁ ବଂଧୁକ ପାଇ ପୋଲିସକୁ ଜିମା ଦେଇଛନ୍ତି। ଦୁଇ ରାଉଣ୍ଡ ଫୁଟିଥିବା

ଗୁଳିର ଖୋକା ସହ ଏକ ଜୀବନ୍ତ ଗୁଳି ମଧ୍ୟ ପୋଲିସ ଜବତ କରିଛି । ଲୁଟେରାକୁ ଧରିବା ପାଇଁ ପୋଲିସ ଛାନଭିନ୍ ଚଳାଇଛି । 

   Related Posts