ଏସବିଆଇ ଏଟିଏମରୁ ଲୁଟ୍ ଉଦ୍ୟମ
17/12/2018 at 4:10 PM

ଉଦଳା ୧୭|୧୨: ଉଦଳା ବ୍ଲକ୍ ଖୁଣ୍ଟା ଥାନା ପାଖ ଏସବିଆଇ ଏଟିଏମରୁ ଲୁଟ୍ ଉଦ୍ୟମ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁବୁର୍ତ୍ତମାନେ ଏଟିଏମ ଭାଙ୍ଗିଛନ୍ତି । ସକାଳେ ସ୍ଥାନୀୟ ଲୋକେ ଦେଖିବାପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଖୁଣ୍ଟା ଥାନା ପୋଲିସ ଓ ଟଙ୍କା ଯୋଗାଣକାରୀ ସଂସ୍ଥା ସିଏମଏସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ତେବେ ଏଟିଏମ୍ ରୁ କେତେ ଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟହୋଇନି ।
Related Posts
ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି
19 May 2022