Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ଶୈଳଶ୍ରୀ ବିହାରରେ ଲୁଟ୍ : ଘରୁ ସର୍ବସ୍ବ ସୁଟିନେଲେ ଦୁର୍ବୃତ୍ତ

10/09/2018 at 4:49 PM

ଭୁବନେଶ୍ବର୧୦|୯: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ବଡ ଧରଣର ଲୁଟ୍ ହୋଇଛି। ଜିଏ ପ୍ଲଟ୍ ରେ ରହୁଥିବା ସନ୍ତୋଷ ବେହେରାଙ୍କ ଘରୁ ସର୍ବସ୍ବ ଲୁଟିନେଇଛନ୍ତି ଲୁଟେରା । କାର୍ ,ହୋଣ୍ଡା ଆକ୍ଟିଭା , ସୁନା ୧୦ଭରି, ରୂପା ୫୦୦ ଗାମ , ୨୦ ହଜର ଟଙ୍କା, ଏଲଡି , ଲାପଟପ୍, ସାଉଣ୍ଡ ସିଷ୍ଟମ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୩ଟି ଆଲମିରା ତାଡି ଲୁଟ୍ ହୋଇଇଛି । ପ୍ରଥମେ ଘରର ପଛପଟ ଝରକା ତାଡି ଲୁଟେରାମାନେ ଘରେ ପଶିଥିଲେ । ପୋଲିସ ଅନୁସନ୍ଧାନ ଜାରି ରଖିଛି …..

   Related Posts