ଶୈଳଶ୍ରୀ ବିହାରରେ ଲୁଟ୍ : ଘରୁ ସର୍ବସ୍ବ ସୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | September 10, 2018 IST

ଭୁବନେଶ୍ବର୧୦|୯: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ବଡ ଧରଣର ଲୁଟ୍ ହୋଇଛି। ଜିଏ ପ୍ଲଟ୍ ରେ ରହୁଥିବା ସନ୍ତୋଷ ବେହେରାଙ୍କ ଘରୁ ସର୍ବସ୍ବ ଲୁଟିନେଇଛନ୍ତି ଲୁଟେରା । କାର୍ ,ହୋଣ୍ଡା ଆକ୍ଟିଭା , ସୁନା ୧୦ଭରି, ରୂପା ୫୦୦ ଗାମ , ୨୦ ହଜର ଟଙ୍କା, ଏଲଡି , ଲାପଟପ୍, ସାଉଣ୍ଡ ସିଷ୍ଟମ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୩ଟି ଆଲମିରା ତାଡି ଲୁଟ୍ ହୋଇଇଛି । ପ୍ରଥମେ ଘରର ପଛପଟ ଝରକା ତାଡି ଲୁଟେରାମାନେ ଘରେ ପଶିଥିଲେ । ପୋଲିସ ଅନୁସନ୍ଧାନ ଜାରି ରଖିଛି …..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.