Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||

ପଟ୍ଟମୁଣ୍ଡାଇରେ ସୁନା ବେପାରୀଙ୍କୁ ହାଣିକରି ଲୁଟ୍‌

1/12/2019 at 10:13 PM

ପଟ୍ଟାମୁଣ୍ଡାଇ ୦୧।୧୨ –  ପଟ୍ଟାମୁଣ୍ଡାଇ ଅଂଚଳରେ ଲୁଟେରା ମାନେ ସକ୍ରିୟ ହୋଇଉଠିଛନ୍ତି । ଗତ କିଛିଦିନ ଭିତରେ ଜଣେ ମଦ ବ୍ୟବସାୟୀଙ୍କୁ ଦିନ ଦୁଇ ପ୍ରହରରେ ବନ୍ଧୁକ ଦେଖାଇ ୨ ଲକ୍ଷ ୮୩ ହଜାର ଟଙ୍କା ଲୁଟିନେଇଥିବା ବଳେ , ଏହି ସପ୍ତାହରେ ପଟ୍ଟାମୁ ଣ୍ଡାଇ ଅଂଚଳର ବାଲିପାଟଣା ଗ୍ରାମର ଜଣେ ବ୍ୟକ୍ତି ଠାରୁ ଗାଡି ଡିକି ରୁ ୮୯ ହଜାର ଲୁଟ ହୋଇଥିଲା।

ଆଜି  ପଟ୍ଟାମୁଣ୍ଡାଇ ମାଟିଆ ଗ୍ରାମର ସୁନା ବପୋରୀ ବ୍ୟବସାୟ ସାରି ବିଜୟ ସାହୁ ଓ ତାଙ୍କ ଭାଇ ଲକ୍ଷ୍ମୀଧର ସାହୁ ଓ ପୁତୁରା ରାଧାଗୋବିନ୍ଦ ସାହୁ ଘରକୁ ଫେରୁଥିବା ବଳେ ଖଡିଅଟଂ। ଛକ ନିକଟରେ ଲୁଟେରାମାନେ ଆକ୍ରମଣ କରି ୭୦ ଗ୍ରାମ ସୁନା ୧ କେଜି ରୁପା ସହିତ ୫ହଜାର ଟଙ୍କା ଲୁଟି ନେଇଛନ୍ତି ।  ଲୁଟେରାଙ୍କ ଆକ୍ରମଣରେ ଏହି ତିନି ଜଣ ଗୁରୁତର ହୋଇଛନ୍ତି । ୩ ଜଣଙ୍କୁ  ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି

   Related Posts