Wednesday, June 19, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ୟବସାୟୀଙ୍କ ଠାରୁ ଲୁଟିନେଲେ ୧୦ଲକ୍ଷ

ଜୟପୁର ୨୪/୩- ବ୍ୟବସାୟଙ୍କ ଠାରୁ ଲୁଟିନେଲେ ଦଶ ଲକ୍ଷ । ଜୟପୁରରୁ କୋଟପାଡ଼ ଯାଉଥିଲେ । ସେ କାର ଚଳାଇ ଯାଉଥିବା ସମୟରେ ଦୁବୃର୍ତ୍ତ ଲୁଟିନେଇଥିବା ଜଣାଯାଇଛି । ସେ ରାସ୍ତା ମଝିରେ କାର ଅଟକାଇ ଛଡ଼େଇ ନେଇଥିବା ସୂଚନା ।

219 Views

   ସମ୍ବନ୍ଧିତ ଖବର