ଦୂରନ୍ତ ଏକ୍ସପ୍ରେସ ଲାଇନଚ୍ୟୁତ୍, ଅନ୍ୟାନ୍ୟ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

Published By : Prameya-News7 Bureau | December 03, 2021 IST

ଚଣ୍ଡିଖୋଲ ୦୩/୧୨: ଯଶମନ୍ତପୁର-ହାୱଡା ଦୂରନ୍ତ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ହରିଦାସପୁର ନିକଟରେ ଲାଇନଚ୍ୟୁତ ହୋଇଛି ଦୂରନ୍ତ ଏକ୍ସପ୍ରେସ । ଟ୍ରେନର ଗୋଟିଏ ବଗି ଲାଇନ୍ ତଳକୁ ଖସିଯାଇଥିବା ସୂଚନା ରହିଛି । ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । କୋଲକାତାରୁ ଭୁବନେଶ୍ବର ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି । ଲାଇନଚ୍ୟୁତ ଯୋଗୁ ଅନ୍ୟାନ୍ୟ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.