Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ମାମଲାରେ ଫସିଗଲେ ଡ୍ରିମ୍ ଗାର୍ଲ : ମାମଲା ରୁଜୁ

10/04/2019 at 12:39 PM

ଆଗ୍ରା ୧୦/୪: ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହେମା ମାଳିନୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ମାମଲା ଦାୟର ହୋଇଛି । ହେମାଙ୍କ ବିରୋଧରେ ସହାୟକ ନିର୍ବାଚନ ଅଧିକାରୀ ଆରଡି ରାମ କୋତଓ୍ବାଲି ବୃନ୍ଦାବନରେ ଏହି ମାମଲା ରୁଜୁ କରିଛନ୍ତି।

୨ଦିନ ତଳେ ଆଝଇ ଗାଁରେ ଭାଜପା ପ୍ରାର୍ଥୀ ହେମା ମାଳିନୀ ପରିଷଦୀୟ ବିଦ୍ୟାଳୟରେ ସଭା କରିଥିଲେ। ତେବେ ଏଥିପାଇଁ ସେ ନିର୍ବାଚନ ଅଧିକାରୀଙ୍କଠୁ ଅନୁମତି ନେଇନଥିଲେ । ଫଳରେ ବିନାନୁମତିରେ ନିର୍ବାଚନ ସଭା ନେଇ ହେମାଙ୍କୁ ନିର୍ବାଚନ ଅଧିକାରୀ କୈଫିୟତ ତଲବ କରିଥିଲେ ।

କିନ୍ତୁ ହେମାଙ୍କ ସଫେଇ ସନ୍ତୋଷଜନକ ନଥିଲା । ଫଳରେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଥିଲା ।  ସଭା ନିମନ୍ତେ ଆବେଦନ କରିଥିବା ପଙ୍କଜ ଶର୍ମାଙ୍କ ବିରୋଧରେ ମଧ୍ୟ ଆଚାରଣ ବିଧି ଉଲ୍ଲଂଘନ ମାମଲା ଦାୟର ହୋଇଛି । ମାମଲାରେ ଯଦି ହେମା ହାରିଯାଇଯାନ୍ତି ତାହେଲେ ତାଙ୍କ ନିର୍ବାଚନ ରଦ୍ଦ ହେବାର ମଧ୍ୟ ଆଶଂକା ରହିଛି ।     

   Related Posts