Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

କଟକଣା ନମାନିଲେ ମିଳିବ ଦଣ୍ଡ: ଅର୍ଥ ଏବଂ ସାମଗ୍ରୀ ହଡ଼ପ କ​‌ଲେ ଜରିମାନା ସହ ୨ ବର୍ଷ ଜେଲ୍

17/05/2020 at 10:40 PM

ଭୁବନେଶ୍ବର୧୭/୫: କଟକଣା ନମାନିଲେ ମିଳିବ ଦଣ୍ଡ। ଲକ୍‌ଡାଉନ୍‌ 4.0ରେ କଟକଣା ନମାନିଲେ ମିଳିବ ଦଣ୍ଡ। ସରକାରୀ କର୍ମଚାରୀଙ୍କୁ କାମରେ ବାଧା ଦେଲେ ବର୍ଷେ ପର୍ଯ୍ୟନ୍ତ ଜେଲ୍। କରୋନା ନେଇ ମିଛ କହି ସହାୟତା ନେଲେ ଜରିମାନା ସହ ୨ ବର୍ଷ ଜେଲ୍‌। ଅର୍ଥ, ସାମଗ୍ରୀ ହଡ଼ପ କ​‌ଲେ ଜରିମାନା ସହ ୨ ବର୍ଷ ଜେଲ୍‌। ମିଥ୍ୟା ପ୍ରଚାର କରି ଆତଙ୍କିତ କଲେ ବର୍ଷେ ପର୍ଯ୍ୟନ୍ତ ଜେଲ୍।

   Related Posts