Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ଝାରସୁଗୁଡାରେ ଲକ୍‌ଡାଉନ୍ ନିୟମ କୋହଳ ପୂର୍ବରୁ ୫ ଲକ୍ଷ ଟଙ୍କାର ପାନ ମସଲା, ଗୁଟଖା- ସିଗାରେଟ୍ ଜବତ

19/04/2020 at 7:37 PM

ଝାରସୁଗୁଡ୧୯/୪: ବେଆଇନ ପାନ ମସଲା ଓ ଗୁଟଖା କାରବାର ଚାଲିଥିବା ବେଳେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ମିଳିତ ଭାବେ ଚଢ଼ାଉ କରିଛନ୍ତି। କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଚାରିଆଡ଼େ ଲକଡାଉନ୍ ଘୋଷଣା କରାଯାଇଥିବା ବେଳେ ଝାରସୁଗୁଡା ବ୍ରଜନଗରସ୍ଥିତ ଗାନ୍ଧିଛକଠାରେ ଥିବା ପ୍ରୀତି ପାନ ମାସଲା ଦୋକାନରେ ଲାଗୁଥିଲା ଗହଳି। ବ୍ରଜରାଜନଗର ପୋଲିସ ଏ ସମ୍ପର୍କରେ ସୂଚନା ପାଇବା ପରେ ରବିବାର ବ୍ରଜରାଜନଗର ଏସ୍‌ଡିପିଓ, ଥାନା ଅଧିକାରୀ ଏବଂ ମାଜିଷ୍ଟ୍ରେଟ ମିଳିତ ଭାବେ ଚଢ଼ାଉ କରିଛନ୍ତି। ମିଳିଥିବା ସୂଚନା ମୁତାବକ ପ୍ରାୟ ୫ ଲକ୍ଷ ଟଙ୍କାର ପାନ ମସଲା, ଗୁଟଖା, ସିଗାରେଟ୍ ଜବତ କରାଯାଇଛି। ଏହି ଘଟଣାରେ ଜଣଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ  ଝାରସୁଗୁଡା ଜିଲ୍ଲାରେ ଲକଡାଉନ୍ କଟକଣା ସାମାନ୍ୟ କୋହଳ ହେବ। ସକାଳ ୬ରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୀ।ସକାଳ ୧୦ ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲି ରହିବ ଗୋଖାଦ୍ୟ, ସାର ଦୋକାନ, କୀଟନାଶକ ଓ ବିହନ ବିକ୍ରୀୟ କେନ୍ଦ୍ର।ବ୍ୟାଙ୍କ ଓ ବୀମା ସେବା ସ୍ବାଭାବିକ ହେବ। ଏହା ସହିତ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାକୁ ନଜର ରଖି ସବୁ ବହି ଦୋକାନ ଖୋଲା ହେବ। ସେହିପରି ଇଲେକ୍ଟ୍ରିକାଲ, ଇଲୋକ୍ଟ୍ରୋନିକ୍ସ ମରାମତି ସହ ଗାଡି ମରାମତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି।

   Related Posts