Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଲୋକଙ୍କ ଧାରଣା

25/02/2019 at 3:52 PM

ଖୋର୍ଦ୍ଧା ୨୫|୨: ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ଲୋକଙ୍କ ଧାରଣା । ସ୍ବାସ୍ଥ୍ୟକେନ୍ଦ୍ର ଗେଟରେ ତାଲା ପକାଇ ଶତାଧିକ ଲୋକ ଧାରଣାରେ ବସିଛନ୍ତି । ଗତକାଲି କୂଅରେ ପଡି ହଳଦିଆ ଗାଁର ନୃସିଂହ ପତି ନାମକ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ତାଙ୍କୁ ଘର ଲୋକେ ହଳଦିଆ ମେଡିକାଲକୁ ଆଣିଥିଲେ ।

ତେବେ ଡାକ୍ତରଖାନାରେ ଜଣେ ହେଲି ବି ଡାକ୍ତର ନଥିଲେ । ତେଣୁ ତାଙ୍କୁ ଖୋର୍ଦ୍ଧା ମେଡିକାଲକୁ ନେଇଥିଲେ ପରିବାର ଲୋକେ ।  ସେଠାରେ ତାଙ୍କର ମତ୍ୟୁ ହୋଇଥିଲା । ତେବେ ଡାକ୍ତର ନଥିବାରୁ ଠିକ୍ ସମୟରେ ଆହତଙ୍କର ଚିକିତ୍ସା ହୋଇପାରିନଥିଲେ । ଏବଂ ସେ ଆଖି ବୁଜିଥିଲେ । ତାର ପ୍ରତିବାଦରେ ଆଜି ହଳଦିଆ ଗୋଷ୍ଠା ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ଶତାଧିକ ସ୍ଥାନୀୟ ଲୋକେ ଧାରଣାରେ ବସିଛନ୍ତି ।

   Related Posts