ଡାକ୍ତରଖାନାରେ ତାଲା ପକାଇଲେ ଅଞ୍ଚଳବାସୀ

Published By : Prameya-News7 Bureau | October 11, 2019 IST

ନୀଳଗିରି ୧୧|୧୦:  ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ରାଜ ବରମପୁର  ଡାକ୍ତରଖାନା ପରିସରରେ ଆଜି ଉତ୍ୟକ୍ତ ଅଞ୍ଚଳବାସୀ ତାଲା ପକାଇଦେଇଛନ୍ତି।ଆଜି ଡାକ୍ତରଖାନାକୁ କେହି ଡାକ୍ତର ନଆସିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା।

{"id":168677}

ଡାକ୍ତରଖାନା ପରିସରରେ ପାଟିତୁଣ୍ଡ ହେବାରୁ ଉତ୍ୟକ୍ତ ହୋଇ ଅଞ୍ଚଳବାସୀ ଅଫିସ ରେ ତାଲା ଝୁଲାଇଦେଇଛନ୍ତି।ଏହାପରେ ଅଫିସ ଆଗରେ ଧାରଣା ଦେଇ ଘଟଣାକୁ ନିନ୍ଦା କରିବା ସହ ଉପରିସ୍ଥ ଅଧିକାରୀ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.