ଅଣ୍ଡରପାସ୍ ରାସ୍ତା ନିର୍ମାଣ ଦାବିରେ ରେଳରୋକ, ଅଟକିଲା ଦୁର୍ଗ-ପୁରୀ ଏକ୍ସପ୍ରେସ୍

Published By : Prameya-News7 Bureau | February 22, 2021 IST

ଚୌଦ୍ବାର ୨୨।୨: କଟକ ଚୌଦ୍ବାର ସ୍ଥିତ ବଦପଡଦାରେ ରେଳରୋକ । ବ୍ରିଜ୍ ଅଣ୍ଡରପାସ ରୋଡ଼ ନିର୍ମାଣ ଦାବିରେ ରେଳରୋକ କରିଛନ୍ତି ସ୍ଥାନୀୟ ଲୋକେ । କୃଷକ ସୁରକ୍ଷା ମଞ୍ଚ ପକ୍ଷରୁ ହେଉଥିବା ଏହି ରେଳରୋକରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଛନ୍ତି ।

{"id":412671,"sizeSlug":"large","linkDestination":"none"}

ଘଟଣାସ୍ଥଳରେ ଜିଆରପି ଓ ଚୌଦ୍ବାର ପୋଲିସ ମୁତୟନ ହୋଇଛନ୍ତି । ରେଳରୋକ ଯୋଗୁଁ ଦୁର୍ଗ-ପୁରୀ ଏକ୍ସପ୍ରେସ ଅଟକି ରହିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.