Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ: ୨୪ ଘଣ୍ଟାରେ ୭୭୩ ମୃତ, ୬୬୮୩୬ ନୂଆ ସଂକ୍ରମିତ ଚିହ୍ନଟ
  • ||
  • ବିଶ୍ବକେତନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||

ଦୁନିଆକୁ ଦୀପ ଦେଉଥିବା ଲୋକଙ୍କ ଘରେ ଏବେ ଅନ୍ଧାର , ଚାଇନା ଦୀପ ଯୋଗୁଁ ସଙ୍କଟରେ କୁମ୍ଭାରଙ୍କ ମାଟି ଦୀପ

23/10/2019 at 4:48 PM

ଉମରକୋଟ ୨୩।୧୦ – ଆସନ୍ତା ରବିବାର ଆଲେ।କର ପର୍ବ ଦୀପାବଳି । ଘରେ ଘରେ ଜଳିବ ଦୀପ । ଦୀପାବଳିରେ ସାରା ରାଜ୍ୟକୁ ଦୀପ ଯେ।ଗାଉଥିବା କୁମ୍ଭାର ପରିବାର କିନ୍ତୁ ସଙ୍କଟରେ ।

ଦୀପ ଗଢିବାରେ ଲାଗିଛନ୍ତି ଉମରକେ।ଟ ସାନଭରାଣ୍ଡି ଗାଁର ୬୦ଟି ପରିବାର । ୫ରୁ ୭ଦିନ ଅକ୍ଳାନ୍ତ ପରିଶ୍ରମ କରି ରଙ୍ଗବେରଙ୍ଗର ଆକର୍ଷଣୀୟ ଦୀପ ତିଆରି କରନ୍ତି ପିଲାଠୁ ବୁଢା । କିନ୍ତୁ ଚାଇନା ଦୀପର ଡିମାଣ୍ଡ ଯେ।ଗୁଁ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି କାରୀଗର ।

ବାଧ୍ୟ ହେ।ଇ ଛତିଶଗଡ ବଜାର ଉପରେ ନିର୍ଭର କରିବାକୁ ପଡୁଛି । ନିଜ ବଜାର ଅପେକ୍ଷା ଛତିଶଗଡରୁ ୧୦ ଗୁଣା ଅଧିକ ଲାଭ ପାଉଥିବା କହିଛନ୍ତି କାରୀଗର ।

   Related Posts