ବାସହୀନ ଲୋକଙ୍କ ଆଶ୍ରା ହୋଇଛି ଗୋରୁ-ଛେଳି ଗୁହାଳ

Published By : Prameya-News7 Bureau | August 23, 2018 IST

ଆଦିବାସୀଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । ହେଲେ ସରକାରୀ ବାବୁ ମାନଙ୍କ ନଜର ନଥିବାରୁ ୩୦ ଆଦିବାସୀ ପରିବାର ଗାଈ ଓ ଛେଳି ଗୁହାଳରେ ରହିବାକୁ ବାଧ୍ୟ ହୋଇଛନ୍ତି । ଗାଁ ସ୍କୁଲ୍ ରେ କାଟୁଛନ୍ତି ରାତି । ରାୟଗଡ଼ା ଜିଲ୍ଲାର ଖିଲିଙ୍ଗ ଗ୍ରାମରେ ଦିନେ ଦୁଇ ଦିନ ନୁହେଁ ମାସେ ହେଲାଣି ଏମିତି ଅବସ୍ଥା । ଭୟ , ଆଶଙ୍କାରେ ହନ୍ତସନ୍ତ ହେଉଛନ୍ତି ଲୋକେ, କିନ୍ତୁ ଦାବି , ଗୁହାରି କରି ମଧ୍ୟ ପ୍ରଶାସନ ଆଡ ଆଖିରେ ଚାହୁଁନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.