Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୩୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମହାକାଳପଡା : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ, କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଟଳିଗଲା ବଡ ବିପଦ
  • ||
  • କରଞ୍ଜିଆ : ଏକାଠି ଶୋଇଥିଲେ ସ୍ତ୍ରୀ ଓ ପ୍ରେମିକ, କଟୁରୀରେ ହାଣିଲା ସ୍ୱାମୀ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୮୪ ପଜିଟିଭ୍ ଚିହ୍ନଟ
  • ||
  • ବୁଢୀ ଠାକୁରାଣୀ ଯାତ୍ରାରେ କରୋନା ଆତଙ୍କ: ୨ ପୂଜକ ପଜିଟିଭ, ୧୪୪ ଧାରା ଜାରି ଓ ଦର୍ଶନ ବନ୍ଦ
  • ||

ବାସହୀନ ଲୋକଙ୍କ ଆଶ୍ରା ହୋଇଛି ଗୋରୁ-ଛେଳି ଗୁହାଳ

23/08/2018 at 5:53 PM

ଆଦିବାସୀଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । ହେଲେ ସରକାରୀ ବାବୁ ମାନଙ୍କ ନଜର ନଥିବାରୁ ୩୦ ଆଦିବାସୀ ପରିବାର ଗାଈ ଓ ଛେଳି ଗୁହାଳରେ ରହିବାକୁ ବାଧ୍ୟ ହୋଇଛନ୍ତି । ଗାଁ ସ୍କୁଲ୍ ରେ କାଟୁଛନ୍ତି ରାତି । ରାୟଗଡ଼ା ଜିଲ୍ଲାର ଖିଲିଙ୍ଗ ଗ୍ରାମରେ ଦିନେ ଦୁଇ ଦିନ ନୁହେଁ ମାସେ ହେଲାଣି ଏମିତି ଅବସ୍ଥା । ଭୟ , ଆଶଙ୍କାରେ ହନ୍ତସନ୍ତ ହେଉଛନ୍ତି ଲୋକେ, କିନ୍ତୁ ଦାବି , ଗୁହାରି କରି ମଧ୍ୟ ପ୍ରଶାସନ ଆଡ ଆଖିରେ ଚାହୁଁନି ।

   Related Posts