Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଧବଳେଶ୍ୱରଙ୍କ କୁନି ସେବାୟତ ଚିନ୍ମୟ : ହାତରେ ଫୁଲ ଚାଙ୍ଗୁଡ଼ି, ମୁହଁରେ ଶିବ ନାମ…

26/07/2021 at 2:43 PM

ଆଠଗଡ଼ ୨୬।୦୭:  ଧବଳେଶ୍ବରଙ୍କ କୁନି ସେବାୟତ ଚିନ୍ମୟ ପତ୍ରୀ। ବୟସ  ମାତ୍ର ବାର ବର୍ଷ। । ପାଠପଢା ସହିତ କୁଳବେଉସାକୁ ଆପଣେଇ ମନ୍ଦିରରେ କରୁଛନ୍ତି ପୂର୍ଜାଚ୍ଚନା । କୁନି ବୟସରୁ ମୁହଁରେ ଶିବଙ୍କ ନାମ  । ଏହାସହିତ ଧବଳେଶ୍ବରଙ୍କ  ସେବା ପାଇଁ ହାତରେ ଫୁଲ ଚାଙ୍ଗୁଡି ଧରି ସକାଳୁ ସକାଳୁ ବାହାରି ପଡନ୍ତି । ପାଠପଢା ସହିତ ପୂଜାରେ ଅନେକ ଆନନ୍ଦ ମିଳେ ବୋଲି କହିଛନ୍ତି କୁନି ସେବାୟତ ଚିନ୍ମୟ ।

   Related Posts