Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ମୋଦିଙ୍କ ଦ୍ୱିତୀୟ ଇନିଂସର ମନ୍ତ୍ରିମଣ୍ଡଳ: ଶପଥ ନେଲେ ଏହି ମନ୍ତ୍ରୀମାନେ

30/05/2019 at 7:44 PM

ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ଦାମୋଦର ଦାସ ମୋଦି ଶପଥ ଗ୍ରହଣ କରିବା ପରେ ଅନ୍ୟ ମନ୍ତ୍ରୀମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମେତ ୨୫ ଜଣ କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ନେଇଥିବାବେଳେ ରାଷ୍ଟ୍ରମନ୍ତ୍ରୀଭାବେ ୨୪ଜଣ ଏବଂ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ)ଭାବେ ୯ଜଣ ଶପଥ ନେଇଛନ୍ତି । ଶପଥ ନେଇଥିବା ମନ୍ତ୍ରୀମାନେ ହେଲେ

-ନରେନ୍ଦ୍ର ଦାମୋଦର ମୋଦି- ପ୍ରଧାନମନ୍ତ୍ରୀ

କ୍ୟାବିନେଟମନ୍ତ୍ରୀ-

୧.ରାଜନାଥ ସିଂ,

୨.ଅମିତ ଶାହ,

୩.ନିତିନ ଗଡ଼କରୀ,

୪.ନିର୍ମଳା ସୀତାରମଣ,

୫.ରାମ ବିଳାସ ପାଶୱାନ,

୬.ନରେନ୍ଦ୍ର ସିଂ ତୋମାର,

୭.ରବି ଶଙ୍କର ପ୍ରସାଦ,

୮.ହର୍ଷସିମରତ ସିଂ କୌର ବାଦଲ,

୯.ଥୱରଚନ୍ଦ ଗେହ୍ଲଟ,

୧୦.ଡାକ୍ତର ରମେଶ ପୋଖରୀଆଲ,

୧୧.ପ୍ରକାଶ ଜାଭଡେକର,

୧୨.ପିୟୁଷ ବେଦ ପ୍ରକାଶ ଗୋୟଲ,

୧୩.ଡାକ୍ତର ହର୍ଷବର୍ଦ୍ଧନ,

୧୪.ସ୍ମୃତି ଇରାନୀ,

୧୫.ଅର୍ଜୁନ ମୁଣ୍ଡା,

୧୬.ଧର୍ମେନ୍ଦ୍ର ପ୍ରଧାନ,

୧୭.ମୁଖତାର ଆବାସ ନାକଭି,

୧୮.ମହେନ୍ଦ୍ର ନାଥ ପାଣ୍ଡେ,

୧୯.ଅରବିନ୍ଦ ସାୱନ୍ତ,

୨୦.ଗିରିଜା ସିଂହ,

୨୧.ଗଜେନ୍ଦ୍ର ସିଂହ ଶେଖାୱତ,

୨୨.ସଦାନନ୍ଦ ଗୌଡା

୨୩. ଏସ ଜୟଶଂକର

୨୪. ପ୍ରହଲ୍ଲାଦ ଯୋଶୀ

ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ)

୧. ସନ୍କୋଷ ଗଙ୍ଗୱାର

୨.ରାଓ ଇନ୍ଦ୍ରଜିତ ସିଂ

୩.ଶ୍ରାପଦ ନାଏକ

୪. ଡା. ଜିତେନ୍ଦ୍ର ସିଂ

୫.କିରଣ ରିଜଜୁ

୬.ପ୍ରହ୍ଲାଦ ପଟେଲ

୭. ରାଜକୁମାର ସିଂ

୮.ହରଦୀପ ସିଂ ପୁରୀ

୯. ମନସୁଖ ମାଣ୍ଡଭିୟ

ରାଷ୍ଟ୍ରମନ୍ତ୍ରୀ

୧.ଫଗନ ସିଂ ପୁଲସ୍ତେ

୨.ଅଶ୍ବିନୀ ଚୌଭେ

୩.ଅର୍ଜ୍ଜୁନ ମେଘୱାଲ

୪. ବିଜୟ କୁମାର ସିଂ

୫.କ୍ରିଷ୍ଣନ ପାଲ ଗୁଜ୍ଜର

୬. ଦାଦା ସାହେବ ଡାଙ୍ଗବେ

୭. ଜି କିଶାନ ରେଡ୍ଡି

୮. ପୁରୁଷୋତ୍ତମ ରୂପାଲା

୯. ରାମଦାସ ଅଠାୱଲେ

୧୦. ସାଧ୍ବୀ ନିରଂଜନ ଜ୍ୟୋତି

୧୧. ବାବୁଲ ସୁପ୍ରିୟୋ

୧୨. ସଂଜୀବ ବାଲିୟାନ

୧୩. ସଂଜୟ ଧୋତ୍ରେ

୧୪.ଅନୁରାଗ ଠାକୁର

୧୫. ସୁରେଶ ଅଙ୍ଗାଡି

୧୬. ନିତ୍ୟାନନ୍ଦ ରାଏ

୧୭. ରତନଲାଲ କଟାରିଆ

୧୮.ଭି. ମୂରଲୀଧରନ

୧୯. ରେଣୁକା ସିଂ

୨୦. ସୋମ ପ୍ରକାଶ

୨୧. ରାମେଶ୍ବର ତେଲି

୨୨. ପ୍ରତାପ ଚନ୍ଦ୍ର ଷଡଙ୍ଗି

୨୩. କୈଳାସ ଚୌଧୁରୀ

୨୪. ଦେବଶ୍ରୀ ଚୌଧୁରୀ

   Related Posts