Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

୧୨୦ ମିଶନ ପାଇଁ ଅଣ୍ଟା ଭିଡିଥିବା ବିଜେପିର କେଉଁ ରଣକ୍ଷେତ୍ରରେ ଲଢିବେ କିଏ ଦେଖନ୍ତୁ ପୂରା ତାଲିକା…

7/04/2019 at 4:18 PM

ଭୁବନେଶ୍ବର ୭|୪ : ୧୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ବିଜେପି । ୧୨୦ ମିଶନ ପାଇଁ ଅଣ୍ଟା ଭିଡିଥିବା ବିଜେପି ତାର ମୁଖ୍ୟ ଶତ୍ରୁ ବିଜେଡି ସୁପ୍ରିମୋ ନବୀନ ପଟିଟନୀୟକଙ୍କ ବିରୋଧରେ ବିଜେପୁରରେ ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଛି । ନବୀନଙ୍କ ବିରୋଧରେ ପ୍ରତିଶୋଧ ପରାୟଣ ଡାକ୍ତର ଦମୋଦର ରାଉତଙ୍କୁ ଏରସମାରୁ ପ୍ରାର୍ଥୀ କରାଯାଇଥିବାବେଳେ କେନ୍ଦ୍ରାପଡା ଲୋକସଭା ଆସନରୁ ବୈଜୟନ୍ତ ପଣ୍ଡା ଏବଂ ପାଟକୁରା ବିଧାନସଭା ଆସନରୁ ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଛି । ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ରଘୁନାଥ ମହାନ୍ତିଙ୍କୁ ଦଳ ବସ୍ତାରୁ ପ୍ରାର୍ଥୀ କରିଛି । ସେହିଭଳି କାକଟପୁରର ପୂର୍ବତନ ବିଧାୟକ ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ରବି ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି । ପାଟଣାଗଡରୁ ଦଳ କନକ ବର୍ଦ୍ଧନ ସିଂହଦେଓଙ୍କୁ ପ୍ରାର୍ଥୀ କରିଥିବା ବେଳେ ବଲାଙ୍ଗିରରୁ ଅନନ୍ତ ଦାସ, କଟକ-ବାରବାଟୀରୁ ସମୀର ଦେ, ସାଲେପୁରରୁ ପ୍ରକାଶ ବେହେରା, ରଣପୁରରୁ ସୁରମା ପାଢୀ, ଭୁବନେଶ୍ବର-ଉତ୍ତରରୁ ଅପରାଜିତା ମହାନ୍ତି, ଦିଗପହଣ୍ଡିରୁ ପିଙ୍କି ପ୍ରଧାନ ପ୍ରମୁଖଙ୍କୁ ପ୍ରାର୍ଥୀ କରିଛି ।

ତେବେ ଆସନ୍ତୁ ନଜର ପକାଇବା ୧୪୭ ଆସନରେ କିଏ କେଉଁଠାରୁ ହୋଇଛନ୍ତି ପ୍ରାର୍ଥୀ…

ବରଗଡ ପଦ୍ମପୁର ପ୍ରଦୀପ ପୁରୋହିତ
  ବିଜେପୁର ସନତ ଗଡତିଆ
  ବରଗଡ ଅଶ୍ବିନୀ ଷଡଙ୍ଗୀ
  ଅତାବିରା ମିଲନ ସେଠ
  ଭଟଲି ଇରାଶିଷ ଆଚାର୍ଯ୍ୟ
  ବ୍ରଜରାଜନଗର ରାଧାରାଣୀ ପଣ୍ଡା
  ଝାରସୁଗୁଡା ଦିନେଶ ଜୈନ
ସୁନ୍ଦରଗଡ ତଳସରା ଭବାନୀ ଭୋଇ
  ସୁନ୍ଦରଗଡ କୁସୁମ ଟେଟେ
  ବୀରମିତ୍ରପୁର ଶଙ୍କର ଓରାମ
  ରଘୁନାଥପାଲୀ ଜଗବନ୍ଧୁ ବେହେରା
  ରାଉରକେଲା ନିହାର ରାଏ
  ରାଜଗାଙ୍ଗପୁର ନରସିଂହ ମିଞ୍ଜ
  ବଣାଇ ଅନିଲ ବାର୍ଲା
ସମ୍ବଲପୁର କୁଚିଣ୍ଡା ରବି ନାରାୟଣ ନାୟକ
  ରେଙ୍ଗାଲୀ ନାଉରୀ ନାୟକ
  ସମ୍ବଲପୁର ଜୟନାରାୟଣ ମିଶ୍ର
  ରେଢାଖୋଲ ଦେବେନ୍ଦ୍ର ମହାପାତ୍ର
  ଦେବଗଡ ସୁବାଷ ପାଣିଗ୍ରାହୀ
  ଛେଣ୍ଡିପଦା ଅଗସ୍ତି ବେହେରା
  ଆଠମଲ୍ଲିକ ଭାଗିରଥୀ ପ୍ରଧାନ
କେନ୍ଦୁଝର ତେଲକୋଇ ଧନୁଜୟ ସିଦ୍ଧୁ
  ଘଷିପୁରା ପୃଥ୍ବୀରାଜ କହଁର
  ଆନନ୍ଦପୁର ଭାଗିରଥୀ ସେଠୀ
  ପାଟଣା ଭବାନୀଶଙ୍କର ନାୟକ
  କେନ୍ଦୁଝର ମୋହନ ମାଝୀ
  ଚମ୍ପୁଆ ମୁରଲୀ ଶର୍ମା
  କରଞ୍ଜିଆ ପଦ୍ମଚରଣ ହାଇବ୍ରୁ
ମୟୁରଭଞ୍ଜ ଯଶୀପୁର ଗଣେଶରାମ ଖୁଣ୍ଟିଆ
  ସାରସକଣା ବୁଧାନ ମୁର୍ମୁ
  ରାଇରଙ୍ଗପୁର ନବ ଚରଣ ମାଝୀ
  ବାଙ୍ଗିରପୋଶୀ ସୁକୁଡା ମୁର୍ମୁ
  ଉଦଳା ଭାସ୍କର ମଢେଇ
  ବାରିପଦା ପ୍ରକାଶ ସୋରେନ୍
  ମୋରଡା କୃଷ୍ଣଚନ୍ଦ୍ର ମହାପାତ୍ର
ବାଲେଶ୍ବର ବଡସାହି ସନାତନ ବିଜୁଳି
  ଜଳେଶ୍ବର ଜୟନାରାୟଣ ମହାନ୍ତି
  ଭୋଗରାଇ ମାନସ ମହାନ୍ତି
  ବସ୍ତା ରଘୁନାଥ ମହାନ୍ତି
  ବାଲେଶ୍ବର ମଦନମୋହନ ଦତ୍ତ
  ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ
  ନୀଳଗିରି ସୁକାନ୍ତ ନାୟକ
ଭଦ୍ରକ ସୋର ରାକେଶ ମଲ୍ଲିକ
  ସିମୁଳିଆ ପଦ୍ମଲୋଚନ ପଣ୍ଡା
  ଭଣ୍ଡାରିପୋଖରୀ ବଦ୍ରିନାରାୟଣ ଧଳ
  ଭଦ୍ରକ ପ୍ରଦୀପ ନାୟକ
  ବାସୁଦେବପୁର ମାଧବାନନ୍ଦ ମଲ୍ଲିକ
  ଧାମନଗର ବିଷ୍ଣୁ ସେଠୀ
  ଚାନ୍ଦବାଲି ମନମୋହନ ସାମଲ
ଯାଜପୁର ବିଞ୍ଝାରପୁର ବବିତା ମଲ୍ଲିକ
  ବରୀ ବିଶ୍ବରଞ୍ଜନ ମଲ୍ଲିକ
  ବଡଚଣା ଅମର ନାୟକ
  ଧର୍ମଶାଳା ତୁଷାର ପରିଡା
  ଯାଜପୁର ଗୌତମ ରାଏ
  କୋରେଇ ବିଶ୍ବଜିତ ନାୟକ
  ସୁକିନ୍ଦା ପ୍ରଦୀପ ବଳସାମନ୍ତ
ଢେଙ୍କାନାଳ ଢେଙ୍କାନାଳ କୃଷ୍ଣଚନ୍ଦ୍ର ପାତ୍ର
  ହିନ୍ଦୋଳ ଅଶୋକ ନାୟକ
  କାମାକ୍ଷାନଗର ଶତ୍ରୁଘ୍ନ ଜେନା
  ପର୍ଜଙ୍ଗ ବିଭୂତି ପ୍ରଧାନ
  ପାଲଲହଡା ଅଶୋକ ମହାନ୍ତି
  ତାଳଚେର କାଳନ୍ଦୀ ସାମଲ
  ଅନୁଗୁଳ ପ୍ରତାପ ପ୍ରଧାନ
ବଲାଙ୍ଗିର ବୀରମହାରାଜପୁର ରଘୁନାଥ ଜଗଦଳ
  ସୋନପୁର ଅଶୋକ ପୂଜାରୀ
  ଲୋଇସିଂହା ମୁକେଶ ମହାଲିଙ୍ଗ
  ପାଟଣାଗଡ କନକ ବର୍ଦ୍ଧନ ସିଂଦେଓ
  ବଲାଙ୍ଗିର ଅନନ୍ତ ଦାସ
  ଟିଟିଲାଗଡ ଅଶୋକ ଦୋରା
  କଣ୍ଟାବାଞ୍ଜି ଲକ୍ଷ୍ଣଣ ବାଗ
କଳାହାଣ୍ଡି ନୂଆପଡା ହମସିଂଘ ମାଝୀ
  ଖରିଆର ରୀତାରାଣୀ ବଗର୍ତ୍ତି
  ଲାଞ୍ଜିଗଡ ରମେଶ ମାଝୀ
  ଜୁନାଗଡ ମନୋଜ ମେହେର
  ଧର୍ମଗଡ ଅନନ୍ତ ପ୍ରତାପ ଦେଓ
  ଭବାନୀପାଟଣା ପ୍ରଦୀପ  ନାୟକ
  ନର୍ଲା ଅନିରୁଦ୍ଧ ପ୍ରଧାନ
ନବରଙ୍ଗପୁର ଉମରକୋଟ ନିତ୍ୟାନନ୍ଦ ଗଣ୍ଡ
  ଝରିଗାଁ ପରଶୁରାମ ମାଝୀ
  ନବରଙ୍ଗପୁର ଗୌରୀ ମାଝୀ
  ଡାବୁଗାଁ ପଦ୍ମନ ନାୟକ
  କୋଟପାଡ ଖଗେଶ୍ବର ପୂଜାରୀ
  ମାଲକାନଗିରି ଆଦିତ୍ୟ ମାଢୀ
  ଚିତ୍ରକୋଣ୍ଡା ପଦୁ ମାଝୀ
କନ୍ଧମାଳ ବାଲିଗୁଡା କରେନ୍ଦ୍ର ମାଝୀ
  ଜି.ଉଦୟଗିରି ଅର୍ଚ୍ଚନା ପ୍ରଧାନ
  ଫୁଲବାଣୀ ଦେବନାରାୟଣ ପ୍ରଧାନ
  କଣ୍ଟାମାଳ କହ୍ନେଇ ଡାଙ୍ଗ
  ବୌଦ୍ଧ ସୁଶାନ୍ତ ପ୍ରଧାନ
  ଦଶପଲ୍ଲା ପୂର୍ଣ୍ଣଚନ୍ଦ୍ର ନାୟକ
  ଭଞ୍ଜନଗର ପ୍ରଦ୍ୟୁମ୍ନ ନାୟକ
କଟକ ବଡମ୍ବା ବିଜୟ କୁମାର ଦଳବେହେରା
  ବାଙ୍କୀ ଶୁଭ୍ରାଂଶୁ ଶେଖର ପାଢୀ
  ଆଠଗଡ ବ୍ରଜେନ୍ଦ୍ର ରାୟ
  ବାରବୀଟ-କଟକ ସମୀର ଦେ
  ଚୌଦ୍ବାର-କଟକ ନୟନ କିଶୋର ମହାନ୍ତି
  କଟକ ସଦର ଦିଲ୍ଲୀପ ମଲ୍ଲିକ
  ଖଣ୍ଡପଡା ସିଦ୍ଧାର୍ଥ ସିଂ ମର୍ଦ୍ଦରାଜ
କେନ୍ଦ୍ରାପଡା ସାଲେପୁର ପ୍ରକାଶ ବେହେରା
  ମାହାଙ୍ଗା ସାରଦା ପ୍ରଧାନ
  ପାଟକୁରା ବିଜୟ ମହାପାତ୍ର
  କେନ୍ଦ୍ରାପଡା ସୁନାକର ବେହେରା
  ଆଳି ଦୋଳ ଗୋବିନ୍ଦ ନାୟକ
  ରାଜନଗର ଅଲେଖ ଜେନା
  ମହାକାଳପଡା ବିଜୟ ପ୍ରଧାନ
ଜଗତସିଂହପୁର ପାରାଦୀପ ସମ୍ପଦ ସ୍ବାଇଁ
  ନିଆଳି ଛବି ମଲ୍ଲିକ
  ତିର୍ତ୍ତୋଲ ରମାକାନ୍ତ ଭୋଇ
  ବାଲିକୁଦା-ଏରସମା ଦାମୋଦର ରାଉତ
  ଜଗତସିଂହପୁର ସତ୍ୟବ୍ରତ ମହାପାତ୍ର
  କାକଟପୁର ରବି ମଲ୍ଲିକ
  ନିମାପଡା ପ୍ରଭାତି ପରିଡା
ପୁରୀ ପୁରୀ ଜୟନ୍ତ ଷଡଙ୍ଗୀ
  ବ୍ରହ୍ମଗିରି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର
  ସତ୍ୟବାଦୀ ଓମ୍‌ପ୍ରକାଶ ମିଶ୍ର
  ପିପିଲି ଆଶ୍ରିତ ପଟ୍ଟନାୟକ
  ଚିଲିକା ପୃଥ୍ବୀରାଜ ହରିଚନ୍ଦନ
  ରଣପୁର ସୁରମା ପାଢୀ
  ନୟାଗଡ ଇରାନୀ ରୟ
ଭୁବନେଶ୍ବର ଭୁବନେଶ୍ବର-ମଧ୍ୟ ଜଗନ୍ନାଥ ପ୍ରଧାନ
  ଭୁବନେଶ୍ବର-ଉତ୍ତର ଅପରାଜିତା ମହାନ୍ତି
  ଏକାମ୍ର ଭୁବନେଶ୍ବର ବାବୁ ସିଂହ
  ଜୟଦେବ ନରେନ୍ଦ୍ର ନାୟକ
  ଜଟଣୀ ବିଶ୍ବରଞ୍ଜନ ବଡଜେନା
  ବେଗୁନିଆ ଋଷଭ ନନ୍ଦ
  ଖୋର୍ଦ୍ଧା କାଳୁଖଣ୍ଡାୟତ ରାଏ
ଆସ୍କା ପୋଲସରା ଗୋକୁଳାନନ୍ଦ ମଲ୍ଲିକ
  କବିସୂର୍ଯ୍ୟନଗର ରଞ୍ଜନ ପଲାଇ
  ଖଲ୍ଲିକୋଟ ଭାରତୀ ବେହେରା
  ଆସ୍କା ଦେବରାଜ ମହାନ୍ତି
  ସୋରଡା ନୀଳମଣି ବିଶୋୟୀ
  ସାନଖେମୁଣ୍ଡ ବିଜୟ ସ୍ବାଇଁ
  ହିଞ୍ଜିଳି ପିତାମ୍ବର ଆଚାର୍ଯ୍ୟ
ବ୍ରହ୍ମପୁର ଗୋପାଳପୁର ବିଭୂତି ଜେନା
  ଛତ୍ରପୁର ପ୍ରଶାନ୍ତ କର
  ବ୍ରହ୍ମପୁର କାହ୍ନୁ ପତି
  ଦିଗପହଣ୍ଡି ପିଙ୍କି ପ୍ରଧାନ
  ଚିକିଟି ମନୋରଞ୍ଜନ ଦ୍ୟାନସାମନ୍ତରାୟ
  ମୋହନା ପ୍ରଶାନ୍ତ ମଲ୍ଲିକ
  ପରଳାଖେମୁଣ୍ଡି କେ. ନାରାୟଣ ରାଓ
କୋରାପୁଟ ଗୁଣୁପୁର ଶିଶିର ଗମାଙ୍ଗ
  ବିଷମକଟକ ଶିବଶଙ୍କର ଉଲ୍ଲାକା
  ରୟଗଡା ବସନ୍ତ ଉଲ୍ଲାକା
  ଲକ୍ଷ୍ମୀପୁର କୁମୁଦ ସାଉନ୍ତା
  ଜୟପୁର ଗୌତମ ସାମନ୍ତରାୟ
  କୋରାପୁଟ ତ୍ରିପୁରା ଗର୍ଦା
  ପଟାଙ୍ଗି ରାମଚନ୍ଦ୍ର ପାଙ୍ଗୀ

ବିଜେପି ଏଥର ଲୋକସଭା ଆସନ ଉପରେ ଅଧିକ ଫୋକସ କରିଛି । ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ହେଲା-

ବରଗଡ ସୁରେଶ ପୂଜାରୀ
ସୁନ୍ଦରଗଡ ଜୁଏଲ ଓରାମ
ସମ୍ବଲପୁର ନୀତେଶ ଗଙ୍ଗଦେବ
କେନ୍ଦୁଝର ଅନନ୍ତ ନାୟକ
ମୟୁରଭଞ୍ଜ ବିଶ୍ବେଶ୍ବର ଟୁଡୁ
ବାଲେଶ୍ବର ପ୍ରତାପ ଷଡଙ୍ଗୀ
ଭଦ୍ରକ ଅଭିମନ୍ୟୁ ସେଠୀ
ଯାଜପୁର ଅମିୟ ମଲ୍ଲିକ
ଢେଙ୍କାନାଳ ରୁଦ୍ରନାରାୟଣ ପାଣି
ବଲାଙ୍ଗିର ସଂଗୀତା ସିଂଦେଓ
କଳାହାଣ୍ଡି ବସନ୍ତ ପଣ୍ଡା
ନବରଙ୍ଗପୁର ବଳଭଦ୍ର ମାଝୀ
କନ୍ଧମାଳ ଖାରବେଳ ସ୍ବାଇଁ
କଟକ ପ୍ରକାଶ ମିଶ୍ର
କେନ୍ଦ୍ରାପଡା ବୈଜୟନ୍ତ ପଣ୍ଡା
ଜଗତସିଂପୁର ବିଭୂ ପ୍ରସାଦ ତରାଇ
ପୁରୀ ସମ୍ବିତ ପାତ୍ର
ଭୁବନେଶ୍ବର ଅପରାଜିତା ଷଡଙ୍ଗୀ
ଆସ୍କା ଅନୀତା ପ୍ରିୟଦର୍ଶିନୀ
ବ୍ରହ୍ମପୁର ଭୃଗୁ ବକ୍ସିପାତ୍ର
କୋରାପୁଟ ଜୟରାମ ପାଙ୍ଗି

   Related Posts