କେନ୍ଦ୍ରାପଡା ଓ ବାରିପଦା ଆସନକୁ ଛାଡି ୧୪୫ ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ଫାଇନାଲ, ଜାଣନ୍ତୁ କିଏ କେଉଁଠୁ ଲଢୁଛନ୍ତି

Published By : Prameya-News7 Bureau | April 05, 2019 IST

ଭୁବନେଶ୍ବର୫|୪: ବିଜେଡି ଆଜି ସୁଦ୍ଧା ୧୪୭ ବିଧାନସଭା ଆସନ ମଧ୍ୟରୁ ୧୪୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । କେବଳ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଏବଂ କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ଏ ଦୁଇଟି ଆସନ ପାଇଁ ଦଳ ଉପଯୁକ୍ତ ପ୍ରାର୍ଥୀ ସନ୍ଧାନରେ ରହିଛି । କେନ୍ଦ୍ରାପଡାର ବିଧାୟକ କିଶୋର ତରାଇ ଏବଂ ବାରିପଦାର ବିଧାୟକ ତଥା ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି ଉପରେ ଦଳ ଭରସା କରିପାରୁ ନାହିଁ । ତେବେ ଅତିଶୀଘ୍ର ଏ ଦୁଇ ଆସନ ପାଇଁ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରବ । ଆଜି ମୁଖ୍ୟମନ୍ତ୍ରୀ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ରହିଛନ୍ତି । ସଂଧ୍ୟାରେ ଏ ଦୁଇ ଆସନ ସମ୍ପର୍କରେ ଆଲୋଚନା ହେବାପରେ ପ୍ରାର୍ଥୀ ଘୋଷଣା ହୋଇପାରେ । ତେବେ ଆସନ୍ତୁ ନଜର ପକାଇବା ୧୪୫ ଆସନରେ କିଏ କେଉଁଠାରୁ ହୋଇଛନ୍ତି ପ୍ରାର୍ଥୀ ...

wp:table
ବରଗଡ ପଦ୍ମପୁର ବିଜୟ ରଞ୍ଜନ ସିଂବରିହା
  ବିଜେପୁର ନବୀନ ପଟ୍ଟନାୟକ
  ବରଗଡ ଦେବେଶ ଆଚାର୍ଯ୍ୟ
  ଅତାବିରା ସ୍ନେହାଙ୍ଗିନୀ ଛୁରିଆ
  ଭଟଲି ସୁଶାନ୍ତ ସିଂହ
  ବ୍ରଜରାଜନଗର କିଶୋର ମହାନ୍ତି
  ଝାରସୁଗୁଡା ନବ କିଶୋର ଦାସ
ସୁନ୍ଦରଗଡ ତଳସରା ଷ୍ଟିଫେନ ସୋରେନ
  ସୁନ୍ଦରଗଡ ଯୋଗେଶ କୁମାର ସିଂ
  ବୀରମିତ୍ରପୁର ମାଖଲୁ ଏକ୍କା
  ରଘୁନାଥପାଲୀ ସୁବ୍ରତ ତରାଇ
  ରାଉରକେଲା ସାରଦା ପ୍ରସାଦ ନାୟକ
  ରାଜଗାଙ୍ଗପୁର ମଙ୍ଗଳା କିଶାନ
  ବଣାଇ ରଞ୍ଜିତ କିଶାନ
ସମ୍ବଲପୁର କୁଚିଣ୍ଡା କିଶୋର ଚନ୍ଦ୍ର ନାୟକ
  ରେଙ୍ଗାଲୀ ରିନା ତନ୍ତୀ
  ସମ୍ବଲପୁର ରାସେଶ୍ବରୀ ପାଣିଗ୍ରାହୀ
  ରେଢାଖୋଲ ରୋହିତ ପୂଜାରୀ
  ଦେବଗଡ ରୋମାଞ୍ଚ ରଞ୍ଜନ ବିଶ୍ବାଳ
  ଛେଣ୍ଡିପଦା ସୁଶାନ୍ତ କୁମାର ବେହେରା
  ଆଠମଲ୍ଲିକ ରମେଶ ଚନ୍ଦ୍ର ସାଇ
କେନ୍ଦୁଝର ତେଲକୋଇ ପ୍ରେମାନନ୍ଦ ନାୟକ
  ଘଷିପୁରା ବଦ୍ରି ନାରାୟଣ ପାତ୍ର
  ଆନନ୍ଦପୁର ଆଲୋକ ସେଠୀ
  ପାଟଣା ଜଗନ୍ନାଥ ନାଏକ
  କେନ୍ଦୁଝର ମାଧମ ସର୍ଦ୍ଦାର
  ଚମ୍ପୁଆ ମିନାକ୍ଷୀ ମହନ୍ତ
  କରଞ୍ଜିଆ ବାସନ୍ତୀ ହେମ୍ବ୍ରମ
ମୟୁରଭଞ୍ଜ ଯଶୀପୁର ଗୋଲେଖ ବିହାରୀ ନାୟକ
  ସାରସକଣା ଅମର ସିଂ ଟୁଡୁ
  ରାଇରଙ୍ଗପୁର ବାସନ୍ତୀ ମାରାଣ୍ଡି
  ବାଙ୍ଗିରପୋଶୀ ସୁଦାମ ମାରାଣ୍ଡି
  ଉଦଳା ଶ୍ରୀନାଥ ସୋରେନ
  ବାରିପଦା
  ମୋରଡା ରାଜକିଶୋର ଦାସ
ବାଲେଶ୍ବର ବଡସାହି ବୃନ୍ଦାବନ ଦାସ
  ଜଳେଶ୍ବର ଅଶ୍ବିନୀ କୁମାର ପାତ୍ର
  ଭୋଗରାଇ ଅନନ୍ତ ଦାସ
  ବସ୍ତା ନିତ୍ୟାନନ୍ଦ ସାହୁ
  ବାଲେଶ୍ବର ଜୀବନ ପ୍ରଦୀପ ଦାଶ
  ରେମୁଣା ସୁଧାଂଶୁ ଶେଖର ପରିଡା
  ନୀଳଗିରି ସନ୍ତୋଷ ଖଟୁଆ
ଭଦ୍ରକ ସୋର ପର୍ଶୁରାମ ଧଡା
  ସିମୁଳିଆ ଜ୍ୟୋତିପ୍ରକାଶ ପାଣିଗ୍ରାହୀ
  ଭଣ୍ଡାରିପୋଖରୀ ପ୍ରଫୁଲ୍ଲ ସାମଲ
  ଭଦ୍ରକ ସଞ୍ଜୀବ ମଲ୍ଲିକ
  ବାସୁଦେବପୁର ବିଷ୍ଣୁବ୍ରତ ରାଉତରାୟ
  ଧାମନଗର ରାଜେନ୍ଦ୍ର ଦାସ
  ଚାନ୍ଦବାଲି ବ୍ୟୋମକେଶ ରାୟ
ଯାଜପୁର ବିଞ୍ଝାରପୁର ପ୍ରମିଳା ମଲ୍ଲିକ
  ବରୀ ସୁନନ୍ଦା ଦାସ
  ବଡଚଣା ଅମର ପ୍ରସାଦ ଶତପଥୀ
  ଧର୍ମଶାଳା ପ୍ରଣବ ବଳବନ୍ତରାୟ
  ଯାଜପୁର ପ୍ରଣବ ପ୍ରକାଶ ଦାସ
  କୋରେଇ ଅଶୋକ ବଳ
  ସୁକିନ୍ଦା ପ୍ରୀତିରଞ୍ଜନ ଘଡାଇ
ଢେଙ୍କାନାଳ ଢେଙ୍କାନାଳ ସୁଧୀର କୁମାର ସାମଲ
  ହିନ୍ଦୋଳ ସୀମାରାଣୀ ନାୟକ
  କାମାକ୍ଷାନଗର ପ୍ରଫୁଲ୍ଲ କୁମାର ମଲିକ
  ପର୍ଜଙ୍ଗ ନୃସିଂହ ଚରଣ ସାହୁ
  ପାଲଲହଡା ମୁକେଶ ପାଲ
  ତାଳଚେର ବ୍ରଜକିଶୋର ପ୍ରଧାନ
  ଅନୁଗୁଳ ରଜନୀକାନ୍ତ ସିଂହ
ବଲାଙ୍ଗିର ବୀରମହାରାଜପୁର ପଦ୍ମନାଭ ବେହେରା
  ସୋନପୁର ନିରଞ୍ଜନ ପୂଜାରୀ
  ଲୋଇସିଂହା ପ୍ରଦୀପ ବେହେରା
  ପାଟଣାଗଡ ସରୋଜ ମେହେର
  ବଲାଙ୍ଗିର ଅର୍କେଶ ନାରାୟଣ ସିଂଦେଓ
  ଟିଟିଲାଗଡ ଟୁକୁନି ସାହୁ
  କଣ୍ଟାବାଞ୍ଜି ଅଜୟ ଦାସ
କଳାହାଣ୍ଡି ନୂଆପଡା ରାଜେନ୍ଦ୍ର ଢୋଲକିଆ
  ଖରିଆର ଲମ୍ବୋଦର ନିଆଲ
  ଲାଞ୍ଜିଗଡ ପ୍ରଦୀପ କୁମାର ଦିଶାରୀ
  ଜୁନାଗଡ ଦିବ୍ୟଶଙ୍କର ମିଶ୍ର
  ଧର୍ମଗଡ ମୌସୁଦି ବାଗ
  ଭବାନୀପାଟଣା ଦୁଷ୍ମନ୍ତ ନାୟକ
  ନର୍ଲା ଭୂପିନ୍ଦର ସିଂ
ନବରଙ୍ଗପୁର ଉମରକୋଟ ସୁବାସ ଗଣ୍ଡ
  ଝରିଗାଁ ପ୍ରକାଶ ଚନ୍ଦ୍ର ମାଝୀ
  ନବରଙ୍ଗପୁର ସଦାଶିବ ପ୍ରଧାନୀ
  ଡାବୁଗାଁ ମନୋହର ରନ୍ଧାରୀ
  କୋଟପାଡ ପଦ୍ନିନୀ ଦିଆନ
  ମାଲକାନଗିରି ମୁକୁନ୍ଦ ସୋଡି
  ଚିତ୍ରକୋଣ୍ଡା ପୂର୍ଣ୍ଣଚନ୍ଦ୍ର ବକା
କନ୍ଧମାଳ ବାଲିଗୁଡା ଚକ୍ରଧର କହଁର
  ଜି.ଉଦୟଗିରି ସାଲୁଗା ପ୍ରଧାନ
  ଫୁଲବାଣୀ ଅଙ୍ଗଦ କହଁର
  କଣ୍ଟାମାଳ ମହୀଧର ରଣା
  ବୌଦ୍ଧ ପ୍ରଦୀପ କୁମାର ଅମାତ
  ଦଶପଲ୍ଲା ରମେଶ ବେହେରା
  ଭଞ୍ଜନଗର ବିକ୍ରମ କେଶରୀ ଆରୁଖ
କଟକ ବଡମ୍ବା ଦେବୀ ପ୍ରସାଦ ମିଶ୍ର
  ବାଙ୍କୀ ଦେବୀ ରଞ୍ଜନ ତ୍ରିପାଠୀ
  ଆଠଗଡ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  ବାରବୀଟ-କଟକ ଦେବାଶିଷ ସାମନ୍ତରାୟ
  ଚୌଦ୍ବାର-କଟକ ସୌଭିକ ବିଶ୍ବାଳ
  କଟକ ସଦର ଚନ୍ଦ୍ରସାରଥୀ ବେହେରା
  ଖଣ୍ଡପଡା ସୌମ୍ୟରଞ୍ଜନ ପଟ୍ଟନାୟକ
କେନ୍ଦ୍ରାପଡା ସାଲେପୁର ପ୍ରଶାନ୍ତ ବେହେରା
  ମାହାଙ୍ଗା ପ୍ରତାପ ଜେନା
  ପାଟକୁରା ବେଦପ୍ରକାଶ ଅଗ୍ରୱାଲ
  କେନ୍ଦ୍ରାପଡା
  ଆଳି ପ୍ରତାପ କେଶରୀ ଦେବ
  ରାଜନଗର ଧ୍ରୁବ ସାହୁ
  ମହାକାଳପଡା ଅତନୁ ସବ୍ୟସାଚୀ ନାୟକ
ଜଗତସିଂହପୁର ପାରାଦୀପ ସମ୍ବିତ ରାଉତରାୟ
  ନିଆଳି ପ୍ରମୋଦ ମଲ୍ଲିକ
  ତିର୍ତ୍ତୋଲ ବିଷ୍ଣୁ ଦାସ
  ବାଲିକୁଦା-ଏରସମା ରଘୁନନ୍ଦନ ଦାସ
  ଜଗତସିଂହପୁର ପ୍ରଶାନ୍ତ ମୁଦୁଲି
  କାକଟପୁର ସୁରେନ୍ଦ୍ର ସେଠୀ
  ନିମାପଡା ସମୀର ଦାସ
ପୁରୀ ପୁରୀ ମହେଶ୍ବର ମହାନ୍ତି
  ବ୍ରହ୍ମଗିରି ସଞ୍ଜୟ ଦାସବର୍ମା
  ସତ୍ୟବାଦୀ ଉମାକାନ୍ତ ସାମନ୍ତରାୟ
  ପିପିଲି ପ୍ରଦୀପ ମହାରଥୀ
  ଚିଲିକା ପ୍ରଶାନ୍ତ ଜଗଦ୍ଦେବ
  ରଣପୁର ସତ୍ୟନାରାୟଣ ପ୍ରଧାନ
  ନୟାଗଡ ଅରୁଣ ସାହୁ
ଭୁବନେଶ୍ବର ଭୁବନେଶ୍ବର-ମଧ୍ୟ ଅନନ୍ତ ନାରାୟଣ ଜେନା
  ଭୁବନେଶ୍ବର-ଉତ୍ତର ସୁଶାନ୍ତ ରାଉତ
  ଏକାମ୍ର ଭୁବନେଶ୍ବର ଅଶୋକ ଚନ୍ଦ୍ର ପଣ୍ଡା
  ଜୟଦେବ ଅରବିନ୍ଦ ଢାଲି
  ଜଟଣୀ ବିଭୂତି ବଳବନ୍ତରାୟ
  ବେଗୁନିଆ ରାଜେନ୍ଦ୍ର କୁମାର ସାହୁ
  ଖୋର୍ଦ୍ଧା ଜ୍ୟୋତିନ୍ଦ୍ରନାଥ ମିତ୍ର
ଆସ୍କା ପୋଲସରା ଶ୍ରୀକାନ୍ତ ସାହୁ
  କବିସୂର୍ଯ୍ୟନଗର ଲତିକା ପ୍ରଧାନ
  ଖଲ୍ଲିକୋଟ କେ.କେ. ସୂର୍ଯ୍ୟମଣି ବୈଦ୍ୟ
  ଆସ୍କା ମଞ୍ଜୁଳା ସ୍ବାଇଁ
  ସୋରଡା ପୂର୍ଣ୍ଣଚନ୍ଦ୍ର ସ୍ବାଇଁ
  ସାନଖେମୁଣ୍ଡ ନନ୍ଦିନୀ ଦେବୀ
  ହିଞ୍ଜିଳି ନବୀନ ପଟ୍ଟନାୟକ
ବ୍ରହ୍ମପୁର ଗୋପାଳପୁର ପ୍ରଦୀପ କୁମାର ପାଣିଗ୍ରାହୀ
  ଛତ୍ରପୁର ସୁବାସ ଚନ୍ଦ୍ର ବେହେରା
  ବ୍ରହ୍ମପୁର ବିକ୍ରମ ପଣ୍ଡା
  ଦିଗପହଣ୍ଡି ସୂର୍ଯ୍ୟନାରାୟଣ ପାତ୍ର
  ଚିକିଟି ଉଷା ଦେବୀ
  ମୋହନା ପୂର୍ଣ୍ଣବାସୀ ନାୟକ
  ପରଳାଖେମୁଣ୍ଡି କଲ୍ୟାଣୀ ଗଜପତି
କୋରାପୁଟ ଗୁଣୁପୁର ରଘୁନାଥ ଗମାଙ୍ଗ
  ବିଷମକଟକ ଜଗନ୍ନାଥ ସାରକା
  ରୟଗଡା ଲାଲବିହାରୀ ହିମରିକା
  ଲକ୍ଷ୍ମୀପୁର ପ୍ରଭୂ ଜାନୀ
  ଜୟପୁର ରବିନାରାୟଣ ନନ୍ଦ
  କୋରାପୁଟ ରଘୁରାମ ପଡାଲ
  ପଟାଙ୍ଗି ପ୍ରୀତମ ପାଢୀ
/wp:table

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.