ଚଳିତ ବର୍ଷ କେଉଁ ଜିଲ୍ଲାରୁ କେତେ ଜଣ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ ଓ କେତେ ଜଣ ପାସ କରିଛନ୍ତି ଦେଖନ୍ତୁ ତାଲିକା

Published By : Prameya-News7 Bureau | June 03, 2019 IST

ବାଲେଶ୍ୱର ୩/୬ : ବାଲେଶ୍ୱର ଜିଲ୍ଲାରେ ୬ ହଜାର ୬୬୬୩ ଜଣ ପରୀକ୍ଷା ଦେଇଥିବାବେଳେ ପ୍ରଥମ ଶ୍ରେଣୀରେ ୨୨୧୦, ୨୧୫୩ ଦ୍ୱିତୀୟ ଶ୍ରେଣୀ, ୧୩୭୦ ଜଣ ତୃତୀୟ ଶ୍ରେଣୀରେ ପାସ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ ୫ ହଜାର ୭୬୮ ଜଣ ପାସ କରିଛନ୍ତି । ପାସ ହାର ୮୬.୫୬ ପ୍ରତିଶତ ରହିଛି ।


ଭଦ୍ରକ ଜିଲ୍ଲାରେ ୨୮୦୭ ଜଣ ପରୀକ୍ଷା ଦେଇଥିବାବେଳେ ପାସ କରିଛନ୍ତି ୨୧୪୭ ଜଣ । ପାସ ହାର ୭୬.୪୦ ରହିଛି । ଏଠି ମଧ୍ୟରୁ ୫୨୦ ଜଣ ପ୍ରଥମ ଶ୍ରେଣୀ, ୯୦୦ ଜଣ ଦ୍ୱିତୀୟ ଶ୍ରେଣୀ ଓ ୭୦୨ ଜଣ ତୃତୀୟ ଶ୍ରେଣୀ, ୨୬ ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଛନ୍ତି ।


ବଲାଙ୍ଗୀର ଜିଲ୍ଲାରେ ୨୩୧୬ ଜଣ ପରୀକ୍ଷା ଦେଇଥିଲେ । ସେଥିରୁ ପାସ କରିଛନ୍ତି ୧୫୦୬ ଜଣ । ପାସ ହାର ୬୭.୪୧ ରହିଛି । ଏଥିମଧ୍ୟରୁ ୧୯୩ ପ୍ରଥମ ଶ୍ରେଣୀ, ୪୭୪ ଦ୍ୱିତୀୟ ଶ୍ରେଣୀ, ୬୯୧ ତୃତୀୟ ଶ୍ରେଣୀ ଓ ୮ ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଛନ୍ତି ।


ସୁବର୍ଣ୍ଣପୁର ଜିଲ୍ଲାରେ ୬୩୨ ଜଣ ପରୀକ୍ଷା ଦେଇଥିବାବେଳେ ୪୭୨ ଜଣ ପାସ କରିଛନ୍ତି । ପାସ ହାର ୭୭.୮୪ ରହିଛି । ଏଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୫୮, ୧୬୭ ଦ୍ୱିତୀୟ ଶ୍ରେଣୀରେ, ୧୬୭ ରୃତୀୟ ଶ୍ରେଣୀରେ ୬ ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଛନ୍ତି ।


କଟକ ଜିଲ୍ଲାରେ ୮ହଜାର ୧୬୮ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୬ ହଜାର ୭୨୪ ଜଣ ପାସ କରିଛନ୍ତି । ପାସ ହାର ୮୨.୩୨ ରହିଛି । ପ୍ରଥମ ଶ୍ରେଣୀରେ ୧୫୩୧, ଦ୍ୱିତୀୟ ଶ୍ରେଣୀରେ ୨୪୫୦, ତୃତୀୟ ଶ୍ରେଣୀରେ ୧୬୯୯, କମ୍ପାର୍ଟମେଣ୍ଟାଲରେ ୪୪ ଜଣ ପାସ ହୋଇଛନ୍ତି ।


ଜଗତସିଂହପୁର ଜିଲ୍ଲାରେ ୨୩୫୬ ଜଣ ପଋଖା ଦେଇଥିଲେ । ସେଥିମଧ୍ୟରୁ ୧୬୨୦ ଜଣ ପାସ କରିଛନ୍ତି । ପାସ ହାର ୬୫.୭୬ ରହିଛି । ପ୍ରଥମ ଶ୍ରେଣୀରେ ୩୩୯, ଦ୍ୱିତୀୟ ଶ୍ରେଣୀରେ ୫୫୭, ତୃତୀୟ ଶ୍ରେଣୀରେ ୭୦୫ ୦ କମ୍ପାର୍ଟମେଣ୍ଟାଲରେ ୧୯ ଜଣ ପାସ ହୋଇଛନ୍ତି ।


ଯାଜପୁର ଜିଲ୍ଲାରେ ୪ହଜାର ୭୦୬ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୩୪୭୫ ଜଣ ପାସ ହୋଇଛନ୍ତି । ପାସ ହାର ୭୨.୭୭ ରହିଛି । ପ୍ରଥମ ଶ୍ରେଣୀରେ ୯୬୧, ଦ୍ୱିତୀୟ ଶ୍ରେଣୀରେ ୧୦୪୯, ତୃତୀୟ ଶ୍ରେଣୀରେ ୧୩୭୮ ଓ କମ୍ପାର୍ଟମେଣ୍ଟାଲରେ ୩୭ ଜଣ ପାସ ହୋଇଛନ୍ତି ।


କେନ୍ଦ୍ରାପଡା ଜିଲ୍ଲାରେ ୩୦୭୪ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୨୦୬ ଜଣ ପାସ କରିଛନ୍ତି । ପାସ ହାର ୭୧.୭୬ ରହିଛି । ପ୍ରଥମ ଶ୍ରେଣୀରେ ୫୨୦, ଦ୍ୱିତୀୟ ଶ୍ରେଣୀରେ ୭୯୫, ତୃତୀୟ ଶ୍ରେଣୀରେ ୬୬୧ ଓ କମ୍ପାର୍ଟମେଣ୍ଟାଲରେ ୩୦ ଜଣ ପାସ ହୋଇଛନ୍ତି ।


ଅନୁଗୁଳ ଜିଲ୍ଲାରେ ୩୩୨୩ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୦୧୮ ଜଣ ପାସ ହୋଇଛନ୍ତି । ପାସ ହାର ୬୧.୨୧ ରହିଛି । ପ୍ରଥମ ଶ୍ରେଣୀରେ ୪୦୩, ଦ୍ୱିତୀୟ ଶ୍ରେଣୀରେ ୭୨୩, ତୃତୀୟ ଶ୍ରେଣୀରେ ୮୬୫ ଓ କମ୍ପାର୍ଟମେଣ୍ଟାଲରେ ୩୭ ଜଣ ପାସ କରିଛନ୍ତି ।


ଢେଙ୍କାନାଳ ଜିଲ୍ଲାରେ ୩୧୧୦ ଜଣ ପଋଖା ଦେଇଥିଲେ । ସେଥିମଧ୍ୟରୁ ୨୪୯୭ ପାସ କରିଛନ୍ତି । ପାସ ହାର ୬୦.୨୮ ରହିଛି । ପ୍ରଥମ ଶ୍ରେଣୀରେ ୮୧୬, ଦ୍ୱିତୀୟ ଶ୍ରେଣୀରେ ୭୬୭, ତୃତୀୟ ଶ୍ରେଣୀରେ ୭୮୯ ଓ କମ୍ପାର୍ଟମେଣ୍ଟାଲରେ ୨୫ ଜଣ ପାସ କରିଛନ୍ତି ।


ଗଂଜାମ ଜିଲ୍ଲାରେ ୧୦୮୪୩ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୮୦୯୦ ଜଣ ପାସ କରିଛନ୍ତି । ପାସ ହାର ୭୪.୬୧ ରହିଛି । ପ୍ରଥମ ଶ୍ରେଣୀରେ ୨୩୧୮, ଦ୍ୱିତୀୟ ଶ୍ରେଣୀରେ ୨୭୨୦, ତୃତୀୟ ଶ୍ରେଣୀରେ ୨୯୬୫ ଓ କମ୍ପାର୍ଟମେଣ୍ଟାଲରେ ୮୭ ଜଣ ପାସ କରିଛନ୍ତି ।


ଗଜପତି ଜିଲ୍ଲାରେ ୨୦୧୧ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୩୬୬ ଜଣ ପାସ ହୋଇଛନ୍ତି । ପାସ ହାର ୩୬.୨୦ ରହିଛି । ପ୍ରଥମ ଶ୍ରେଣୀରେ ୧୬, ଦ୍ୱିତୀୟ ଶ୍ରେଣୀରେ ୫୫, ତୃତୀୟ ଶ୍ରେଣୀରେ ୨୯୫ ଓ କମ୍ପାର୍ଟମେଣ୍ଟାଲରେ ୩ ଜଣ ପାସ କରିଛନ୍ତି ।


କଳାହାଣ୍ଡି ଜିଲ୍ଲାରେ ୨୭୯୬ ପିଲା ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୧୯୨୭ ଜଣ ପାସ କରିଛନ୍ତି । ପାସ ହାର ୬୫.୯୧ ରହିଛି । ପ୍ରଥମ ଶ୍ରେଣୀରେ ୫୯୫, ଦ୍ୱିତୀୟ ଶ୍ରେଣୀରେ ୬୧୫, ତୃତୀୟ ଶ୍ରେଣୀରେ ୬୯୦ ଓ କମ୍ପାର୍ଟମେଣ୍ଟାଲରେ ୨୪ ଜଣ ପାସ କରିଛନ୍ତି ।


ନୂଆପଡା ଜିଲ୍ଲାରେ ୮୬୪ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୫୦୧ ଜଣ ପାସ କରିଛନ୍ତି । ପାସ ହାର ୫୭.୯୮ ରହିଛି । ପ୍ରଥମ ଶ୍ରେଣୀରେ ୭୪, ଦ୍ୱିତୀୟ ଶ୍ରେଣୀରେ ୧୫୫, ତୃତୀୟ ଶ୍ରେଣୀରେ ୨୭୦ ଓ କମ୍ପାର୍ଟମେଣ୍ଟାଲରେ ୨ ଜଣ ପାସ କରିଛନ୍ତି ।


କେନ୍ଦୁଝର ଜିଲ୍ଲାରେ ୩୦୩୫ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୧୬୧୨ ଜଣ ପାସ ହୋଇଛନ୍ତି । ପାସ ହାର ୫୩.୧୧ ରହିଛି । ପ୍ରଥମ ଶ୍ରେଣୀରେ ୨୭୮, ଦ୍ୱିତୀୟ ଶ୍ରେଣୀରେ ୪୮୦, ତୃତୀୟ ଶ୍ରେଣୀରେ ୮୨୭ ଓ କମ୍ପାର୍ଟମେଣ୍ଟାଲରେ ୨୭ ଜଣ ପାସ କରିଛନ୍ତି ।


କୋରାପୁଟ ଜିଲ୍ଲାରେ ୨୬୩୫ ଜଣ ପରୀକଜ୍ୟ ଦେଇଥିଲେ । ସେଥିମଧ୍ୟରୁ ୧୩୯୦ ଜଣ ପାସ କରିଛନ୍ତି । ପାସ ହାର ୫୨.୭୫ ରହିଛି । ପ୍ରଥମ ଶ୍ରେଣୀରେ ୪୦୦, ଦ୍ୱିତୀୟ ଶ୍ରେଣୀରେ ୪୨୫, ତୃତୀୟ ଶ୍ରେଣୀରେ ୫୬୨ ଓ କମ୍ପାର୍ଟମେଣ୍ଟାଲରେ ୩ ଜଣ ପାସ କରିଛନ୍ତି ।


ମାଲକାନଗିରୀ ଜିଲ୍ଲାରେ ୧୦୯୩ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୬୬୪ ଜଣ ପାସ ହୋଇଛନ୍ତି । ପାସ ହାର ୬୦.୭୫ ରହିଛି । ପ୍ରଥମ ଶ୍ରେଣୀରେ ୭୩, ଦ୍ୱିତୀୟ ଶ୍ରେଣୀରେ ୧୭୭, ତୃତୀୟ ଶ୍ରେଣୀରେ ୪୧୦ ଓ କମ୍ପାର୍ଟମେଣ୍ଟାଲରେ ୪ ଜଣ ପାସ କରିଛନ୍ତି ।


ନବରଙ୍ଗପୁର ଜିଲ୍ଲାରେ ୧୨୨୯ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫୭୯ ଜଣ ପାସ ହୋଇଛନ୍ତି । ପାସ ହାର ୪୭.୧୧ ରହିଛି । ପ୍ରଥମ ଶ୍ରେଣୀରେ ୭୩, ଦ୍ୱିତୀୟ ଶ୍ରେଣୀରେ ୧୬୯, ତୃତୀୟ ଶ୍ରେଣୀରେ ୩୨୮ ଓ କମ୍ପାର୍ଟମେଣ୍ଟାଲରେ ୯ ଜଣ ପାସ କରିଛନ୍ତି ।


ରାୟଗଡାରେ ୧୮୧୮ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୧୦୧୭ ଜଣ ପାସ କରିଛନ୍ତି । ପାସ ହାର ୫୬.୪୯ ରହିଛି । ପ୍ରଥମ ଶ୍ରେଣୀରେ ୧୮୭, ଦ୍ୱିତୀୟ ଶ୍ରେଣୀରେ ୩୯୮, ତୃତୀୟ ଶ୍ରେଣୀରେ ୪୮୯ ଓ କମ୍ପାର୍ଟମେଣ୍ଟାଲରେ ୧୩ ଜଣ ପାସ କରିଛନ୍ତି ।


ମୟୁରଭଞ୍ଜ ଜିଲ୍ଲାରେ ୫୪୦୫ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୫୨୮ ଜଣ ପାସ କରିଛନ୍ତି । ପାସ ହାର ୬୫.୦୮ ରହିଛି । ପ୍ରଥମ ଶ୍ରେଣୀରେ ୭୨୮, ଦ୍ୱିତୀୟ ଶ୍ରେଣୀରେ ୧୧୫୦, ତୃତୀୟ ଶ୍ରେଣୀରେ ୧୬୦୯ ଓ କମ୍ପାର୍ଟମେଣ୍ଟାଲରେ ୩୧ ଜଣ ପାସ ହୋଇଛନ୍ତି ।


ବୌଦ୍ଧ ଜିଲ୍ଲାରେ ୧୫୨ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୮୨ ଜଣ ପାସ ହୋଇଛନ୍ତି । ପାସ ହାର ୫୩.୯୪ ରହିଛି । ପ୍ରଥମ ଶ୍ରେଣୀରେ ୬, ଦ୍ୱିତୀୟ ଶ୍ରେଣୀରେ ୨୯, ତୃତୀୟ ଶ୍ରେଣୀରେ ୪୭ ଜଣ ପାସ କରିଛନ୍ତି ।


ଫୁଲବାଣୀ ଜିଲ୍ଲାରେ ୫୬୭ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୨୧୫ ଜଣ ପାସ ହୋଇଛନ୍ତି । ପାସ ହାର ୩୭.୯୧ ରହିଛି । ପ୍ରଥମ ଶ୍ରେଣୀରେ ୧୧, ଦ୍ୱିତୀୟ ଶ୍ରେଣୀରେ ୫୧, ତୃତୀୟ ଶ୍ରେଣୀରେ ୧୫୩ ଜଣ ପାସ ହୋଇଛନ୍ତି ।


ଖୋର୍ଦ୍ଧା ଜିଲ୍ଲାରେ ୧୧୪୬୮ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୯୯୧୩ ଜଣ ପାସ ହୋଇଛନ୍ତି । ପାସ ହାର ୮୬.୪୪ ରହିଛି । ପ୍ରଥମ ଶ୍ରେଣୀରେ ୩୭୫୭, ଦ୍ୱିତୀୟ ଶ୍ରେଣୀରେ ୩୪୪୦, ତୃତୀୟ ଶ୍ରେଣୀରେ ୧୬୬୫ ଓ କମ୍ପାର୍ଟମେଣ୍ଟାଲରେ ୫୧ ଜଣ ପାସ କରିଛନ୍ତି ।


ନୟାଗଡ ଜିଲ୍ଲାରେ ୨୫୨୬ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୨୧୬୮ ଜଣ ପାସ କରିଛନ୍ତି । ପାସ ହାର ୮୫.୮୨ ରହିଛି । ପ୍ରଥମ ଶ୍ରେଣୀରେ ୮୫୭, ଦ୍ୱିତୀୟ ଶ୍ରେଣୀରେ ୭୧୪, ତୃତୀୟ ଶ୍ରେଣୀରେ ୫୨୮ ଓ କମ୍ପାର୍ଟମେଣ୍ଟାଲରେ ୯ ଜଣ ପାସ ହୋଇଛନ୍ତି ।


ପୁରୀ ଜିଲ୍ଲାରେ ୪୨୩୬ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୩୪୧୯ ଜଣ ପାସ ହୋଇଛନ୍ତି । ପାସ ହାର ୮୦.୭୧ ରହିଛି । ପ୍ରଥମ ଶ୍ରେଣୀରେ ୯୨୫, ଦ୍ୱିତୀୟ ଶ୍ରେଣୀରେ ୧୩୦୬, ତୃତୀୟ ଶ୍ରେଣୀରେ ୧୧୪୦ ଓ କମ୍ପାର୍ଟମେଣ୍ଟାଲରେ ୪୮ ଜଣ ପାସ ହୋଇଛନ୍ତି ।


ବରଗଡ଼ ଜିଲ୍ଲାରେ ୧୯୨୩ ଜଣ ପରୀକ୍ଷା ଦେଇଥିଲେ । ସେଥିରୁ ୧୩୪୫ ପାସ ହୋଇଛନ୍ତି । ପାସ ହାର ୬୯.୯୪ ରହିଛି । ପ୍ରଥମ ଶ୍ରେଣୀରେ ୩୬୪, ଦ୍ୱିତୀୟ ଶ୍ରେଣୀରେ ୫୦୨, ତୃତୀୟ ଶ୍ରେଣୀରେ ୪୭୭ ଓ କମ୍ପାର୍ଟମେଣ୍ଟାଲରେ ୨ ଜଣ ପାସ କରିଛନ୍ତି ।


ଦେବଗଡ ଜିଲ୍ଲାରେ ୬୩୭ ଜଣ ପରୀକ୍ଷା ଦେଇଥିଲେ । ସେଥିରୁ ୨୫୬ ଜଣ ପାସ ହୋଇଛନ୍ତି । ପାସ ହାର ୪୦.୧୮ ରହିଛି । ପ୍ରଥମ ଶ୍ରେଣୀରେ ୧୧, ଦ୍ୱିତୀୟ ଶ୍ରେଣୀରେ ୩୭, ତୃତୀୟ ଶ୍ରେଣୀରେ ୧୯୯ ଓ କମ୍ପାର୍ଟମେଣ୍ଟାଲରେ ୯ ଜଣ ପାସ କରିଛନ୍ତି ।


ଝାରସୁଗୁଡା ୬୯୪ ଜଣ ପରୀକ୍ଷା ଦେଇଥିଲେ । ସେଥିରୁ ୩୩୩ ଜଣ ପାସ କରିଛନ୍ତି । ପାସ ହାର ୪୭.୯୮ ରହିଛି । ପ୍ରଥମ ଶ୍ରେଣୀରେ ୧୮, ଦ୍ୱିତୀୟ ଶ୍ରେଣୀରେ ୬୫, ତୃତୀୟ ଶ୍ରେଣୀରେ ୧୪୭ ଓ କମ୍ପାର୍ଟମେଣ୍ଟାଲରେ ୩ ଜଣ ପାସ କରିଛନ୍ତି ।


ସମ୍ବଲପୁର ଜିଲ୍ଲାରେ ୧୯୯୩ ଜଣ ପରୀକ୍ଷା ଦେଇଥିଲେ । ସେଥିରୁ ୨୪୧୧ ଜଣ ପାସ କରିଛନ୍ତି । ପାସ ହାର ୮୦.୫୫ ରହିଛି । ପ୍ରଥମ ଶ୍ରେଣୀରେ ୮୮୦, ଦ୍ୱିତୀୟ ଶ୍ରେଣୀରେ ୭୫୧, ତୃତୀୟ ଶ୍ରେଣୀରେ ୭୬୯ ଓ କମ୍ପାର୍ଟମେଣ୍ଟାଲରେ ୧୧ ଜଣ ପାସ କରିଛନ୍ତି ।


ସୁନ୍ଦରଗଡ଼ ଜିଲ୍ଲାରେ ୪୭୮୦ ପରୀକ୍ଷା ଦେଇଥିଲେ । ସେଥିରୁ ୨୪୧୭ ପାସ କରିଛନ୍ତି । ପାସ ହାର ୫୧.୬୪ ରହିଛି । ପ୍ରଥମ ଶ୍ରେଣୀରେ ୩୮୭, ଦ୍ୱିତୀୟ ଶ୍ରେଣୀ୬୩୦, ତୃତୀୟ ଶ୍ରେଣୀରେ ୧୩୬୭ ଓ କମ୍ପାର୍ଟମେଣ୍ଟାଲରେ ୩୩ ଜଣ ପାସ ହୋଇଛନ୍ତି ।


୯୭୭୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ପାସ କରିଛନ୍ତି ୭୦୭୦୬ ଜଣ > ପାସ ହାର ୭୨.୩୩ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.