Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ବନ୍ଧୁକ ମୁନରେ ୨ଲକ୍ଷ ୨୦ ହଜାର ଲୁଟ

19/07/2018 at 5:45 AM

ରାଜଗାଙ୍ଗପୁର କୁତ୍ରା ବସଷ୍ଟାଣ୍ଡ ନିକଟରେ ଲୁଟ ହୋଇଛି | ମଦ ଦୋକାନ ମ୍ୟାନେଜର ତପନ ପୁରୋହିତଙ୍କ ଠାରୁ ୨ଲକ୍ଷ ୨୦ ହଜାର ଲୁଟ ହୋଇଛି | ମାଲିକଙ୍କ ପାଖକୁ ବସରେ ଟଙ୍କା ପଠାଇବାକୁ ଆସିଥିଲେ ତପନ | ସେହି ସମୟରେ ଆପଚୀ ବାଇକରେ ଆସି ୨ ଦୁର୍ବୁର୍ତ୍ତ ତାଙ୍କ ଠାରୁ ଟଙ୍କା ଲୁଟିନେଇଥିଲେ |

   Related Posts