ବନ୍ଧୁକ ମୁନରେ ୨ଲକ୍ଷ ୨୦ ହଜାର ଲୁଟ

Published By : Prameya-News7 Bureau | July 19, 2018 IST

ରାଜଗାଙ୍ଗପୁର କୁତ୍ରା ବସଷ୍ଟାଣ୍ଡ ନିକଟରେ ଲୁଟ ହୋଇଛି | ମଦ ଦୋକାନ ମ୍ୟାନେଜର ତପନ ପୁରୋହିତଙ୍କ ଠାରୁ ୨ଲକ୍ଷ ୨୦ ହଜାର ଲୁଟ ହୋଇଛି | ମାଲିକଙ୍କ ପାଖକୁ ବସରେ ଟଙ୍କା ପଠାଇବାକୁ ଆସିଥିଲେ ତପନ | ସେହି ସମୟରେ ଆପଚୀ ବାଇକରେ ଆସି ୨ ଦୁର୍ବୁର୍ତ୍ତ ତାଙ୍କ ଠାରୁ ଟଙ୍କା ଲୁଟିନେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.