Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ବ୍ରହ୍ମପୁର: ଠିପି ବନ୍ଦ ମଦ ଦୋକାନକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

15/01/2021 at 10:28 AM

ବ୍ରହ୍ମପୁର୧୫/୧: ବ୍ରହ୍ମପୁର ଖୋଡ଼ାସିଙ୍ଗି ନିକଟରେ ଥିବା ଏକ ବିଦେଶୀ ଠିପି ବନ୍ଦ ଦୋକାନରେ ଆଜି ଜିଲ୍ଲା ପ୍ରାଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ନିୟମ ଉଲଙ୍ଘନ ସହ ମଦ ଦୋକାନରେ ଭିଡ ସାଙ୍ଗକୁ ଦୋକାନ ପରିସରରେ ମଦୁଆଙ୍କ ଆସର ଦେଖିବାକୁ ମିଳିଥିଲା। ଏହାସହ ମଦ ଦୋକାନ ମଦୁଆମାନେ ଠିଆ ହୋଇ ମଦ ପିଇବା ସାଙ୍ଗକୁ ସେଠାରେ ଥିବା ଚାଖଣା ଦୋକାନରେ ଭିଡ ଜମାଇଥିଲେ।

ଏହା ଉପରେ ବହୁଦିନ ପୂର୍ବରୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡିଥିଲା।ଏହି  ମଦ  ଦୋକାନ ଉପରେ ଅତର୍କିତ ଭାବେ ଚଢ଼ାଉ କରି ମଦ ଦୋକାନଟିକୁ ସିଲ୍ କରି ଦିଆଯାଇଛି। ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି.କିର୍ତ୍ତି ମାଲେଶ୍ବର ପାତ୍ର, ଉପଖଣ୍ଡ ସ୍ତରୀୟ ମାଜିଷ୍ଟ୍ରେଟ୍ ଅଫିସର ଶ୍ବେତ କୁମାର ଦାସ, ତହସିଲଦାର ସିପନ କୁମାର ପାତ୍ର, ସହକାରୀ ଜିଲ୍ଲାପାଳ ଡି ମାଲେଶ୍ବର ପାତ୍ର ଏବଂ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ରମଚନ୍ଦ୍ର ବେହେରା ଓ ଅଶ୍ବିନୀ ଦାସଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ମଦ ଦୋକାନକୁ ସିଲ୍ କରାଯାଇଥିଲା।

   Related Posts