Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ଆଖିରେ ଆଙ୍ଗୁଠି ଗେଞ୍ଜି ମଦ ବେପାର, କୋଲ୍ଡଡ୍ରିଙ୍କ୍‌ସ ବୋତଲରେ ଦେଶୀ ମଦ

4/11/2020 at 4:41 PM

ବଲାଙ୍ଗୀର ୪।୧୧: ନୂଆ ତରିକାରେ ଦେଶୀ ମଦ ବିକ୍ରି । ଥଣ୍ଡାପାନୀୟ ବୋତଲରେ ଦେଶୀ ମଦ ବିକ୍ରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ବିଭିନ୍ନ ସୋଡା ଓ ଥଣ୍ଡାପାନୀୟ ବୋତଲରେ ଦେଶୀ ମଦ ବିକ୍ରି ରାକେଟକୁ ଧରିଛି ବଲାଙ୍ଗୀର ଟାଉନ୍ ଥାନା ପୋଲିସ ।

ଘଟଣାରେ ଖର୍ସେଲ ପଡାର କିଶୋର ଠେଲା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ଟାଉନ ପୋଲିସ । ଘଟଣାସ୍ଥଳରୁ ୨୦୦ ଏମଏଲର ୫୦ଟି ବୋତଲ ଜବତ କରିଛି ପୋଲିସ । ଜବତ ଦେଶୀ ମଦ ୧୦ଲିଟରରୁ ବି ଅଧିକ ହେବ ବୋଲି ପୋଲିସ କହିଛି ।

   Related Posts