ଆଖିରେ ଆଙ୍ଗୁଠି ଗେଞ୍ଜି ମଦ ବେପାର, କୋଲ୍ଡଡ୍ରିଙ୍କ୍‌ସ ବୋତଲରେ ଦେଶୀ ମଦ

Published By : Prameya-News7 Bureau | November 04, 2020 IST

ବଲାଙ୍ଗୀର ୪।୧୧: ନୂଆ ତରିକାରେ ଦେଶୀ ମଦ ବିକ୍ରି । ଥଣ୍ଡାପାନୀୟ ବୋତଲରେ ଦେଶୀ ମଦ ବିକ୍ରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ବିଭିନ୍ନ ସୋଡା ଓ ଥଣ୍ଡାପାନୀୟ ବୋତଲରେ ଦେଶୀ ମଦ ବିକ୍ରି ରାକେଟକୁ ଧରିଛି ବଲାଙ୍ଗୀର ଟାଉନ୍ ଥାନା ପୋଲିସ ।

{"id":356096,"sizeSlug":"large"}

ଘଟଣାରେ ଖର୍ସେଲ ପଡାର କିଶୋର ଠେଲା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ଟାଉନ ପୋଲିସ । ଘଟଣାସ୍ଥଳରୁ ୨୦୦ ଏମଏଲର ୫୦ଟି ବୋତଲ ଜବତ କରିଛି ପୋଲିସ । ଜବତ ଦେଶୀ ମଦ ୧୦ଲିଟରରୁ ବି ଅଧିକ ହେବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.