୧୧୦ ଲିଟର ଚୋରା ମହୁଲି ମଦ ଜବତ, ମହିଳା ଗିରଫ

Published By : Prameya-News7 Bureau | April 17, 2021 IST

ଆନନ୍ଦପୁର ୧୭।୪: ଆନନ୍ଦପୁର ଅବକାରୀ ବିଭାଗ ପକ୍ଷରୁ ଉପଖଣ୍ଡ ଅଞ୍ଚଳର ସୋସ ଥାନା ଢେଙ୍କା ହାଟସାହି ଓ ଆନନ୍ଦପୁର ଥାନା ବାହିଆବାରଦଣ୍ଡାଠାରେ ଚଢାଉ କରାଯାଇଛି । ୧୧୦ ଲିଟର ଚୋରା ମହୁଲି ମଦ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ ମହିଳା ବାହିଆ ଗ୍ରାମର ସୀତା ହେମ୍ରମ୍ । ତାଙ୍କ ନିକଟରୁ ୧୦ ଲିଟର ଚୋରା ମଦ ଜବତ ହୋଇଛି ।

{"id":439691,"sizeSlug":"large","linkDestination":"none"}

ସେହିପରି ଢେଙ୍କା ହାଟସାହି ନିକଟ ଜଙ୍ଗଲରେ ଚଢାଉ ସମୟରେ ୧୦୦ ଲିଟର ମଦ ଜବତ ସହ ୩୧ କ୍ବିଣ୍ଟାଲ ମହୁଲ ପୋଚକୁ ନଷ୍ଟ କରିଛନ୍ତି ବିଭାଗୀୟ କର୍ମଚାରୀ । ହେଲେ ମଦ ମାଫିଆମାନେ ଫେରାର ହୋଇଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.