Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

୧୧୦ ଲିଟର ଚୋରା ମହୁଲି ମଦ ଜବତ, ମହିଳା ଗିରଫ

17/04/2021 at 11:34 AM

ଆନନ୍ଦପୁର ୧୭।୪: ଆନନ୍ଦପୁର ଅବକାରୀ ବିଭାଗ ପକ୍ଷରୁ ଉପଖଣ୍ଡ ଅଞ୍ଚଳର ସୋସ ଥାନା ଢେଙ୍କା ହାଟସାହି ଓ ଆନନ୍ଦପୁର ଥାନା ବାହିଆବାରଦଣ୍ଡାଠାରେ ଚଢାଉ କରାଯାଇଛି । ୧୧୦ ଲିଟର ଚୋରା ମହୁଲି ମଦ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ ମହିଳା ବାହିଆ ଗ୍ରାମର ସୀତା ହେମ୍ରମ୍ । ତାଙ୍କ ନିକଟରୁ ୧୦ ଲିଟର ଚୋରା ମଦ ଜବତ ହୋଇଛି ।

ସେହିପରି ଢେଙ୍କା ହାଟସାହି ନିକଟ ଜଙ୍ଗଲରେ ଚଢାଉ ସମୟରେ ୧୦୦ ଲିଟର ମଦ ଜବତ ସହ ୩୧ କ୍ବିଣ୍ଟାଲ ମହୁଲ ପୋଚକୁ ନଷ୍ଟ କରିଛନ୍ତି ବିଭାଗୀୟ କର୍ମଚାରୀ । ହେଲେ ମଦ ମାଫିଆମାନେ ଫେରାର ହୋଇଯାଇଥିଲେ ।

   Related Posts