ଅବକାରୀ ଥାନା ପକ୍ଷରୁ ଚଢାଉ, ଦେଶୀମଦ ଜବତ ସହ ଦୁଇ ଯୁବକ ଗିରଫ
16/08/2019 at 8:10 AM

ବାଲେଶ୍ବର ୧୬|୮: ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଜଳେଶ୍ବର ଅବକାରୀ ଥାନା ପକ୍ଷରୁ ଚଢାଉ । ଆଜି ସକାଳୁ ୬ଟା ସମୟରେ ଜଳେଶ୍ବର ଅବକାରୀ ଥାନା ଓଆଇସି ହରପ୍ରସାଦ ରଣାଙ୍କ ନେତୃତ୍ବରେ ଏକ ୫ ଜଣିଆ ଟିମ୍ ରାଇବଣିଆ ଥାନା ଅନ୍ତର୍ଗତ ଧାନଘେରୀ ଛକ ନିକଟରେ ଚଢଉ କରିଥିଲେ । ଗୋଟିଏ ମାରୁତି ଭ୍ୟାନରେ ପଶ୍ଚିମବଗଂରୁ ଆସୁଥିବା ୧୦୦୦ ଲିଟର ଦେଶୀମଦକୁ ଜବତ କରିବା ସହିତ ଦୁଇ ଜଣ ଯୁବକକୁ ଗିରଫ କରିଛନ୍ତି । ଗିରଫ ଦୁଇ ଯୁବକଙ୍କ ଘର ପଶ୍ଚିମବଗଂର ବୋଲି ଜଣାପଡିଛି ।
Related Posts
କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା
26 January 2021
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021