ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ମହିଳାଙ୍କ ସମେତ ୬ ଅଟକ

Published By : Prameya-News7 Bureau | March 13, 2019 IST

ଜଳେଶ୍ବର ୧୩|୩ : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅବକାରୀ ବିଭାଗ ଓ ବାଲେଶ୍ଵର ମୋବାଇଲ ସ୍କ୍ବାଡ୍ ର ମିଳିତ ଚଢାଉ ହୋଇଛି । ଜଳେଶ୍ବରର ବିଭିନ୍ନ ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି । ଦୁଇ ମହିଳାଙ୍କ ସମେତ ୬ଜଣଙ୍କୁ ଅଟକ ରଖାଯାଇଛି । ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ସମ୍ପର୍କରେ ସୂଚନା ମିଳିଥିଲା । ଅଟକ ମଦ ବ୍ୟବସାୟୀ ମାନଙ୍କୁ ପଚରାଉଚରା ଜାରି ରଖିଛନ୍ତି ପୋଲିସ ଓ ଅବକାରୀ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.