Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବେଆଇନ ମଦ କାରବାର ଉପରେ ଚଢାଉ, ୧୬୫ ଲିଟର ମଦ ଜବତ

5/06/2021 at 11:18 AM

ସୁବର୍ଣ୍ଣପୁର ୫।୬: ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଉପରେ ବ୍ୟାପକ ଚଢାଉ କରାଯାଇଛି । କରୋନା ମହାମାରୀ ସମୟରେ ଲକଡାଉନର ସୁଯୋଗ ନେଇ ମଦବେପାରୀମାନେ ଖୁଲମଖୁଲା ଦେଶୀ ମଦ ବିକ୍ରି କରୁଛନ୍ତି । ତେବେ ଅବକାରୀ ବିଭାଗ ସହିତ ଏନଫୋର୍ସମେଣ୍ଟ ଆଣ୍ଡ ଇନଟେଲିଜେନସ୍ ବ୍ୟୁରୋ ସମ୍ବଲପୁରର କର୍ମଚାରୀମାନଙ୍କ ସହିତ ମାଜିଷ୍ଟ୍ରେଟ୍ ଭାବେ ସଦର ଅତିରିକ୍ତ ତହସିଲଦାର ସାମିଲ ହୋଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଜିଲ୍ଲାର ଉପାନ୍ତ ଅଞ୍ଚଳ ସଦର ବ୍ଲକର ବଲାଡି ଗାଁରେ ଚଢାଉ କରାଯାଇ ବ୍ୟାପକ ପରିମାଣରେ ବେଆଇନ ଦେଶୀ ମଦ ସହିତ ତିନି ଜଣ ମଦ ବେପାରୀଙ୍କୁ ଗିରଫ କରାଯାଇଛି ।

ଏହି ଚଢାଉରେ ଜିଲ୍ଲା ପୋଲିସ ବିଭାଗର ଏପିଆର କର୍ମଚାରୀମାନେ ବି ସାମିଲ ହୋଇ ବେପାରୀମାନଙ୍କୁ ଗିରଫ କରିବାରେ ସଫଳତା ପାଇଛନ୍ତି । ବଲାଡି ଗାଁର ସୁରୁବାଲି ବାଗଙ୍କ ନିକଟରୁ ୧୨୦ଲିଟର ଦେଶୀ ମଦ ପାଉଚ, ଗୋବିନ୍ଦ ଚନ୍ଦ୍ର ନନ୍ଦଙ୍କ ପାଖରୁ ୧୫ ଲିଟର ଓ ପୂର୍ଣ୍ଣ ମହାନନ୍ଦଙ୍କ ନିକଟରୁ ୩୦ ଲିଟର ଦେଶୀ ମଦ ଜବତ କରାଯିବା ସହିତ ମଦ ବେପାରୀମାନଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ରାଧାକାନ୍ତ ଭୋଇ ସୂଚନା ଦେଇଛନ୍ତି ।

   Related Posts