Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ସାଲିଆସାହି ନୟାଗଡ଼ ବସ୍ତିରେ ଅବକାରୀ ବିଭାଗର ଚଢ଼ାଉ

26/07/2018 at 4:02 PM

ରାଜଧାନୀରେ ଚେ।ରା ମଦ କାରଖାନା ଠାବ । ସାଲିଆ ସାହିର ନୟାଗଡ ବସ୍ତିରେ ଦେଶୀ ମଦ କାରଖାନାରେ ଚଢାଉ କରି ବ୍ୟାପକ ପରିମାଣର ମଦ ଜବତ କରିଛି ଅବକାରୀ ବିଭାଗ । ବସ୍ତିରେ ଲକ୍ଷାଧିକ ଟଙ୍କାର ମଦ କାରବାର ହେଉଥିଲା । ବାହାରୁ ମହୁଲ ଆଣି ମଦ ପ୍ରସ୍ତୁତ କରାଯାଉଥିଲା । ମଦ ପ୍ରସ୍ତୁତ ପାଇଁ ୭ଦିନ ସମୟ ଲାଗୁଥିଲା । ମଦ ପ୍ରସ୍ତୁତ କରି ଚଢା ଦରରେ ବିକ୍ରି କରୁଥିଲେ ବେପାରୀ । ଏଥି ସହ ମଦ ଯେତେ ପୁରୁଣା ହେଉଥିଲା ସେତେ ଅଧିକ ପଇସାରେ ବିକ୍ରି ହେଉଥିଲା । ଘଟଣାରେ ୫ଜଣଙ୍କୁ ଗିରଫ କରି କେ।ର୍ଟ ଚାଲାଣ କରାଯାଇଛି । ତେବେ କେବଳ ନୟାଗଡ ବସ୍ତି ନୁହେଁ ଏହା ଭିତରେ ଅନେକ ମଦ କାରଖାନା ଏବେ ବି ଚାଲିଛି । ଯାହାର ଖବର ଅବକାରି ବିଭାଗ ପାଖରେ ନାହିଁ । ଗତ କିଛିଦିନ ପୂର୍ବରୁ ସାଲିଆସାହି ବସ୍ତିର ମୁଣ୍ଡା ଶାହି , ପ୍ରଧାନ ବସ୍ତି ମେ ଫେୟାର ବସ୍ତି ଅଞ୍ଚଳରେ ମଧ୍ୟ ଏହିଭଳି ଦେଶୀ ଓ ବିଦେଶୀ ମଦ ବିକ୍ରି ଚାଲିଥିବା ଜଣାପଡିଥିଲା

   Related Posts