Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଶ୍ରୀମନ୍ଦିର ଢାଞ୍ଚାରେ ହେବ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିଚାଳନା- ଚାରିପଟୁ ଉଛେଦ ନେଇ ପରେ ନିଷ୍ପତି: ମନ୍ତ୍ରୀ ଅଶୋକ ପଣ୍ଡା

14/09/2019 at 6:58 PM

ଭୁବନେଶ୍ବର ୧୪।୯- ଶ୍ରୀମନ୍ଦିର ଢାଞ୍ଚାରେ ହେବ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିଚାଳନା । ଶ୍ରୀ ମନ୍ଦିର  ପରିଚାଳନା ଆଇନ ପରି ଶ୍ରୀଲିଙ୍ଗରାଜ ମନ୍ଦିର  ପରିଚାଳନା ଲାଗି ନୂଆ ଆଇନ ଆସିବ । ଶ୍ରୀଜୀଉଙ୍କ  ରିତିନିତୀ ପରି ଶ୍ରୀ ଲିଙ୍ଗରାଜଙ୍କ ରତୀନିତି ମଧ୍ୟ କିପରି ଠିକ ସମୟରେ ହେବ ସେନେଇ ଆଇନରେ ବ୍ୟବସ୍ଥା ରହିବ ।

ଏହା ସହ ମନ୍ଦିର ସୁରକ୍ଷା ଓ ଶ୍ରୀଲିଙ୍ଗରାଜଙ୍କ ସଂପତ୍ତି ପୁନୋରଦ୍ଧାର ଲାଗି ମଧ୍ୟ ଆଇନରେ ବ୍ୟବସ୍ଥା ରହିବ ।  ପାରିପାର୍ଶିକ ଉନ୍ନତିରେ ସରକାର ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି  ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।

ତେବେ ଶ୍ରୀମନ୍ଦିର ସୁରକ୍ଷା ଲାଗି ଯେପରି ମନ୍ଦିର ଚାରିପଟୁ ଉଛେଦ କରାଯାଉଛି ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟୁ ଉଛେଦ ହେବା ନେଇ ପରେ ନିଷ୍ପତି ହେବ ବୋଲି ସେ ସୂଚନା ଦେଇଛନ୍ତି ।

   Related Posts