ସୌନ୍ଦର୍ଯ୍ୟକରଣ ବୃଦ୍ଧି ଲାଗି ଉଛେଦ କାର୍ଯ୍ୟ ଚାଲୁ- ଥଇଥାନ ପାଇଁ ବ୍ୟସ୍ତ ହେଲେଣି ବ୍ୟବସାୟୀ

Published By : Prameya-News7 Bureau | December 14, 2019 IST

ଭୁବନେଶ୍ବର ୧୪।୧୨ - ସରକାର ଏକାମ୍ରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରଖିଛନ୍ତି । କିନ୍ତୁ ସେପଟେ ଥଇଥାନ ପାଇଁ ବ୍ୟସ୍ତ ହେଲେଣି ଲିଙ୍ଗରାଜ ବ୍ୟବସାୟୀ ମାନେ । ବ୍ୟବସାୟୀ ମାନଙ୍କୁ ଶୀଘ୍ର ଥଇଥାନ କରିବା ପାଇଁ ଆଜି ମନ୍ତ୍ରୀ ଅଶେ।କ ପଣ୍ଡାଙ୍କୁ ଭେଟି ଆଲେ।ଚନା କରିଛନ୍ତି । ବ୍ୟବସାୟୀଙ୍କ ଭାଳେଣୀ ପଡ଼ିଛି ଯେ ଭେଂଡ଼ି ଜେ।ନ୍ ରେ କାହାକୁ ଆଗ ଘର ମିଳିବ ? ଭଡ଼ା ଦେଇଥିବା ମାଲିକଙ୍କୁ ଅଧିକ ଗୁରୁତ୍ବ ଦେଇ ଦେ।କାନ ବଣ୍ଟାଯିବ ନା ଭଡ଼ା ନେଇ ଦେ।କାନ କରିଥିବା ଦେ।କାନୀଙ୍କୁ ମଧ୍ୟ  ଗୁରୁତ୍ବ ଦିଆଯାଇ ସମାନ ଅଧିକାରରେ ଦେ।କାନ ବଣ୍ଟାଯିବ । ତେବେ ଯାହାବି ହେଉ ଶୀଘ୍ର ଦେ।କାନ ଦିଆଯାଇ ଥଇଥାନ କରାଯାଉ ବେ।ଲି ସବୁ ବ୍ୟବସାୟୀଙ୍କ ଦାବି ଉଠିଛି ।

{"id":197720,"sizeSlug":"large"}

ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ଲାଗି ଉଛେଦ୍ କାର୍ଯ୍ୟ ଚାଲୁରହିଛି । ଗେ।ଟିଏ ପଟେ ଉଛେଦ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟପଟେ ଥଇଥାନକୁ ନେଇ ଚିନ୍ତାରେ ଅଛନ୍ତି ଲିଙ୍ଗରାଜ ବ୍ୟବସାୟୀ ସଂଘର ସଦସ୍ୟ  । କେଉଁ ଆଧାରରେ ତାଙ୍କୁ ଦେ।କାନ ମିଳିବ ଓ କେବେ ମିଳିବ ସେନେଇ ଏ ଦ୍ବାର ସେ ଦ୍ବାର ବୁଲୁଛନ୍ତି ଦେ।କାନୀ । ଚିନ୍ତାର କାରଣ ହେଲା ଯେଉଁମାନେ ଭଡ଼ାରେ  ଦେ।କାନ ଦେଇଥିଲେ ସେମାନଙ୍କ ନାଁରେ ଦେ।କାନ ଆଲର୍ଟ ହେବ ନା ଭଡ଼ା ଦେଇଥିବା ମାଲିକଙ୍କ ନାଁରେ ଦେ।କାନ ମିଳିବ?? ନା ନୂଆ ଲେ।କଙ୍କ ନା ବି ଏଥିରେ ପଶିଯିବ? ଯେହେତୁ ମାଲିକଙ୍କ ତୁଳନାରେ ଭଡ଼ାରେ ଦେ।କାନ ଦେଇଥିବା ଦେ।କାନୀଙ୍କ ସଂଖ୍ୟା ଅଧିକ ତେଣୁ ଦାବି ଉଠିଛି ଯେ ଯିଏ ଦେ।କାନ ଦେଇଥିଲେ ତାଙ୍କୁ ମିଳୁ ତାସହିତ ମାଲିକଙ୍କୁ ବି ଦେ।କାନ ମିଳୁ । ତେବେ ଅଧିକ ବିଳମ୍ବ ନକରି ମନ୍ଦିର ନିକଟରେ ପ୍ରଥମେ ତାଙ୍କୁ ଅସ୍ଥାୟୀ ଭାବେ ଦେ।କାନ ଆରମ୍ଭ କରିବା ଲାଗି ଅନୁମତି ମିଳୂ ବେ।ଲି ଦାବି ଦେ।ହରାଇଛନ୍ତି ବ୍ୟବସାୟୀ  ।

{"id":197721,"sizeSlug":"large"}

ସେପଟେ ଆଜି ଲିଙ୍ଗରାଜ ବ୍ୟବସାୟୀ ସଂଘ ମନ୍ତ୍ରୀ ଅଶେ।କ ପଣ୍ଡାଙ୍କୁ ତାଙ୍କ ବାସ ଭବନରେ ଭେଟି ତୁରନ୍ତ ଭେଂଡ଼ିଜେ।ନ୍ ଦେବା ଲାଗି ଦାବି କରିଛନ୍ତି । ତେବେ ମନ୍ତ୍ରୀଙ୍କ କହିବା କଥା ସମସ୍ତ କ୍ଷତିଗ୍ରସ୍ତଙ୍କୁ ଖୁବ୍ ଶୀଘ୍ର ଥଇଥାନ କରିବା ଲାଗି ଯେ।ଜନା ସରିଛି । ପ୍ରଥମେ ଅସ୍ଥାୟୀ ଭାବେ ଥଇଥାନ କରାଯିବା ପରେ ବିଏମସି ଚିହ୍ନଟ କରିଥିବା ସ୍ଥାନରେ ସମସ୍ତଙ୍କୁ ଥଇଥାନ କରାଯିବ । ଯେଉଁମାନଙ୍କ ଦେ।କାନ ଯାଇଛି ସେମାନଙ୍କୁ ଭେଂଡ଼ିଜେ।ନ୍ ରେ ଦେ।କାନ ମିଳିବ ।

{"id":197722,"sizeSlug":"large"}

ତେବେ ପ୍ରଶ୍ନ ଉଠୁଛି ଉଛେଦ କାର୍ଯ୍ୟ ଶେଷ ହେବା ପରେ ବିଏମସି ଥଇଥାନ କଥା ଚିନ୍ତା କରିବ ନା ଉଛେଦ ଚାଲୁଥିବା ବେଳେ ଅସ୍ଥାୟୀ ଦେ।କାନ ଦେଇ ପରେ ସ୍ଥାୟୀ ଦେ।କାନ କରି ଥଇଥାନ କରିବା ଲାଗି ନିଷ୍ପତ୍ତି ନେବ ବିଏମସି ।

{"id":197723,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.