ବିଦ୍ୟୁତ ସଂସ୍ପର୍ଶରେ ଆସି ଲାଇନମ୍ୟାନଙ୍କ ମୃତ୍ୟୁ
3/12/2018 at 10:55 AM

ଲଖନପୁର ବ୍ଲକ ରେଙ୍ଗାଲି ଗାଁରେ ଅଘଟଣ ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଲାଇନମ୍ୟାନର ମୃତ୍ୟୁ ଘଟିଛି। ଟ୍ରାନ୍ସଫର୍ମର ଫ୍ୟୁଜ ବାନ୍ଧୁଥିବା ବେଳେ ଚାର୍ଜ ହେଲା ଟ୍ରାନ୍ସଫର୍ମର। ମୃତକ ହେଲେ କାହ୍ନୁ ଚରଣ ସାହୁ। କ୍ଷତିପୂରଣ ଦାବିରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।