Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ସକାଳୁ ଡ୍ୟୁଟି କରିବାକୁ ଯାଉଥିବାବେଳେ ବଜ୍ରାଘାତରେ ଜଣେ ମୃତ

29/09/2019 at 9:06 AM

ଅନୁଗୁଳ ୨୯/୯: ଅନୁଗୁଳ ଜିଲ୍ଲା ହିଲୋଇଠାରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବେଲପଡ଼ା ଗ୍ରାମର ଅଜୟ କୁମାର ସାହୁ(୨୫)। ସକାଳୁ ଭରତପୁର କୋଇଲା ଖଣିକୁ ଡ୍ୟୁଟି କରିବାକୁ ଯାଉଥିବା ସମୟରେ ବାଟରେ ବଜ୍ରାଘାତ ହୋଇଥିଲା। ତେଣୁ ରାସ୍ତା ଉପରେ ସେ ଟଳି ପଡ଼ିଥିଲେ।

ତାଙ୍କ ମଟର ସାଇକେଲ ସେଠାରେ ପଡି ରହିଛି। ଦେହରେ ବର୍ଷା ଦାଉରୁ ରକ୍ଷା ପାଇଁ ରେନ କୋର୍ଟ ପିନ୍ଧିଛନ୍ତି, ମୁଣ୍ଡରେ ମଟର ଯାନ ଆଇନକୁ ସମ୍ମାନ ଜଣାଇ ମୁଣ୍ଡରେ ହେଲମେଟ ମଧ୍ୟ ରହିଛି। କିନ୍ତୁ କେହି ସୁରକ୍ଷା ଦେଇ ପାରିଲେକି?ଏ କଥା ସମସ୍ତେ କହୁଛନ୍ତି। ମୃତ୍ୟୁ ବି ଏପରି ଆସେ।

   Related Posts