ଚଡକ ନେଲା ଜୀବନ: ନବରଙ୍ଗପୁରରେ ବଜ୍ରପାତ ଘଟି ୩ ମୃତ
26/04/2020 at 7:56 PM

ନବରଙ୍ଗପୁର, ୨୬|୦୪: ନବରଙ୍ଗପୁର ଜିଲ୍ଲା ବାଉଁସିୟାଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ବଜ୍ରପାତ ଘଟି ୩ଜଣ ପ୍ରାଣ ହରାଇଛନ୍ତି ।
ସୂଚନାନୁସାରେ, ଆଜି ସନ୍ଧ୍ୟାରେ ୩ଜଣ ଯୁବକ ଶୌଚ ହେବା ପାଇଁ ପୋଖରୀକୁ ଯାଇଥିଲେ । ସେହିସମୟରେ ହଠାତ ବଜ୍ରପାତ ହୋଇଥିଲା । ଏଥିରେ ୩ଜଣ ପ୍ରାଣ ହରାଇଥିଲେ । ମୃତକ ହେଲେ ଲଳିତ ବିନ୍ଧାଣୀ, ମୋତିଲାଲ ବିନ୍ଧାଣୀ ଓ କଦମ ହରିଜନ ।୩ଜଣଙ୍କ ମୃତ୍ୟୁ ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
Related Posts
ଏମିତି ବି ଆସେ ମୃତ୍ୟୁ ! ଭଜନ ଗାଉଥିବା ବେଳେ ଚାଲିଗଲା ଜୀବନ….
16 January 2021